ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି। ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି
ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି। ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ କରିପାରୁଛନ୍ତି।
ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ଏକ ବିବାହିତ ସ୍ତ୍ରୀ ଓ ପୁରୁଷ ଙ୍କୁ ଦେଖିବାକୁ ମିଲିଛି। ତେବେ ସେ ପୁରୁଷ ଜଣଙ୍କ ହେଉଛନ୍ତି ସେହି ସ୍ତ୍ରୀ ଲୋକ ଟିର ପ୍ରେମିକ।
ବିବାହ କରିଥିବା ସତ୍ତ୍ୱେ ବି ସେହି ସ୍ତ୍ରୀ ଲୋକ ଜଣକ ଅନ୍ୟ ଏକ ପୁରୁଷ ସହ ନିବିଡ଼ ସମ୍ପର୍କ ରଖିଥିଲେ। ସେହି ସ୍ତ୍ରୀ ଲୋକ ଜଣକ ନିଜ ସ୍ବାମୀ ଘରେ ନଥିବା ବେଳେ ତାଙ୍କ ପ୍ରେମିକକୁ ତାଙ୍କ ଶାଶୁ ଘରକୁ ଡାକିଥିଲେ ସେ ପୁଣି ସମସ୍ତ ଙ୍କ ଅଜାଣତେ।
ଏହି ମହିଳା ଜଣକ ଯୁବକଙ୍କୁ ଡାକି ରାସଲୀଳା କରୁଥିବା ସମୟରେ ତାଙ୍କ ସ୍ଵାମୀ ସେଠାରେ ପହଁଚିଗଲେ। ଆଉ ଏଭଳି କାମ କରିଲେ ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ମହିଳା ଜଣକ ଏଭଳି ସବୁ କାମ କରିବା ସତରେ ଏହି ସମାଜକୁ ଖରାପ ବାର୍ତ୍ତା ଦେଉଛି।
https://youtu.be/9b2rOsmyKIo?si=tT78zEEpn5n6Q3Ry
ବିବାହିତା ହୋଇ ମଧ୍ୟ ଏହି ମହିଳାମାନେ ଏଭଳି ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ। ତେବେ ବନ୍ଧୁଗଣ ଏହିଭଳି କିଛି ମହିଳାଙ୍କ ପାଇଁ ଆଜି ନାରୀ ଜାତି ବଦନାମ୍ ହେଉଛି।