Ollywood

Anubhab ଙ୍କୁ ଛାଡ଼ିବା ପରେ ଏମିତି ପେଟ ପୋଷୁଛନ୍ତି Barsha Priyadarshini

ଅନୁଭବ ଏବଂ ବର୍ଷା ଅନେକ ଦିନ ଧରି ଅଲଗା ହୋଇ ରହିଥିବା ବେଳେ ତାଙ୍କର ଛାଡପତ୍ର ହୋଇଯାଇଛି । ଅନୁଭବ ଏବଂ ବର୍ଷା ଅଲିଉଡ ଦୁଡୁନିଆର ଏକ ଲୋକପ୍ରିୟ ଯୋଡ଼ି ।

ଯାହାଙ୍କୁ ଦେଖିଲେ ସମସ୍ତେ ଖୁସି ହୋଇଥାନ୍ତି ଏବଂ ତାଙ୍କ ଫିଲ୍ମ ମଧ୍ୟ ସବୁ ସୁପରହିଟ ହୋଇଥାଏ । ମାତ୍ର ଦୁର୍ଭାଗ୍ୟ ବଶତଃ ଏହି ସୁନ୍ଦର ଯୋଡ଼ି ଆଉ ଏକାଠି ନାହାନ୍ତି ।ନିଜର ମନ ମାଳିନୀ ଯୋଗୁ ଅଲଗା ହୋଇଛନ୍ତି ଏହି ଏହି ସୁପରହିଟ ଯୋଡ଼ି ।

ତେବେ ଅନୁଭବ ଙ୍କ ସହ ଅଲଗା ହେବା ପରେ ବର୍ଷା କୌଣସି ଫିଲ୍ମ କରିନାହାନ୍ତି । ସୋସିଆଲ ମିଡିଆରେ ବର୍ଷା ସିଲେଇ କରୁଥିବାର ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ଯାହା ଦ୍ଵାରା ସମସ୍ତ ଦର୍ଶକ ଭାବୁଛନ୍ତି ବର୍ଷା ସିଲେଇ କାମ କରି ପେଟ ପୋଷୁଛନ୍ତି । ତେବେ ଏହି ସମ୍ପର୍କରେ ବର୍ଷା ନିଜେ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *