ସ୍କୁଲ ବୟସରେ ପ୍ରେମ ହେବା ସ୍ଵାଭାବିକ କଥା । ହେଲେ ପ୍ରେମକୁ ଭୁଲ ଦିଗରେ ନେଇଯିବା ତାହା ଆଦୌ ଠିକ୍ ନୁହେଁ । ଆଜିକାଲି ପ୍ରେମ ତ ସମସ୍ତେ କରୁଛନ୍ତି କିନ୍ତୁ ପ୍ରେମର ପ୍ରକୃତ ମୂଲ୍ୟ ଖୁବ୍ କମ୍ ଲୋକ ବୁଝି ପାରିଛନ୍ତି ।
ପ୍ରେମରେ ପଡ଼ିବା ପାଇଁ ସମସ୍ତଙ୍କ ଇଛା ଥାଏ କିନ୍ତୁ ସେହି ପ୍ରେମକୁ ଉତ୍ତମ ଭାବେ ପରିଚାଳନା କରିବା ପାଇଁ ସକ୍ଷ ଖୁବ୍ କମ୍ ପ୍ରେମୀ ମାନଙ୍କ ମଧ୍ୟରେ ରହିଥାଏ ।
ସମସ୍ତେ ଯଦି ପ୍ରେମକୁ ସଠିକ୍ ଭାବରେ ନେଇଥାନ୍ତେ ତେବେ ଆଜି ସୋସିଆଲ ମିଡିଆରେ ଏମିତି ପ୍ରେମ ଦାଣ୍ଡରେ ପଡ଼ି ହାଟ ରେ ଗଡି ନଥାନ୍ତା । ବର୍ତ୍ତମାନ ଭିଡିଓ ରେ ନବମ ଶ୍ରେଣୀ ର ସ୍କୁଲ ଛାତ୍ରୀ ଧରା ପଡିଛନ୍ତି ଧାନ ବିଲରେ ।
ଗାଁ ଲୋକେ ରେଡ ହ୍ୟାଣ୍ଡ ରେ ଧରିଛନ୍ତି । ଏବଂ ଭିଡିଓ କରିଛନ୍ତି ସେହି ଭିଡିଓ ଟି ସୋସିଆଲ ମିଡିଆରେ ଏବେ ମୋବାଇଲ୍ ରୁ ମୋବାଇଲ ବୁଲିବାରେ ଲାଗିଛି ।
ଏହି ଭିଡିଓ ଦେଖିବା ମାତ୍ରେ ସମସ୍ତେ ଏହି କମ୍ ବୟସରେ ଏମିତି ପ୍ରେମ କରିବା ଘଟଣା କୁ ତୀବ୍ର ନିନ୍ଦା କରିଛନ୍ତି । ଦେଖନ୍ତୁ ଭାଇରାଲ୍ ହୋଇଥିବା ଏହି ଭିଡିଓ –
ଏହା ଦେଖି ଆପଣ ଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ