ବର୍ଷା ଆଉ ଅନୁଭବ ଙ୍କ ବିବାଦ କିଏ ବା ନ ଜାଣେ, ଦୁଇ ଜଣ ପରସ୍ପର ବିରୁଦ୍ଧ ରେ କରିଥିବା କେସ ଆଜି ଯାଏ ଚର୍ଚ୍ଚା ରେ ଅଛି ଆଉ ଏବେ ବି ଦୁଇ ଜନ କୋର୍ଟ ର ଚକ୍କର ମାରୁଛନ୍ତି ତେବେ ଅନୁଭବ ନିଜ ଆଡୁ ଛାଡପତ୍ର ମାମଲା ଦେଇଥିବା ବେଳେ ଅର୍ଶ ଦେଇଛନ୍ତି ଘରୋଇ ହିଂସା ର ମାମଲା
https://youtu.be/50vW97BgEL8
ତେବେ ଏହା ରି ଭିତରେ ବର୍ଷା ଙ୍କ ଜନ୍ମ ଦିନ ପଡ଼ିଥିଲା ଅଗଷ୍ଟ ୭ ରେ ,ତେଣୁ ଅନୁଭବ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବର୍ଷା ଙ୍କ ପାଇଁ ଲେଖିଥିଲେ ଗୋଟେ ପୋଷ୍ଟ ଯାହା ଆଜି ଚର୍ଚ୍ଚା ରେ ରହିଛି ତେବେ ପୋଷ୍ଟ ଟି ଥିଲା ଏହିପରି କି
“ବର୍ଷା, ଆମ ଦୁଇ ଜଣଙ୍କ ଭିତରେ ଥିବା ମନୋମାଲିନ୍ୟ, ଦ୍ଵନ୍ଦ ତଥା ରାଗ କୁ ଗୋଟେ ସାଇଡ କରି ମୁ ଆଜି ତୁମକୁ ତୁମ ଜନ୍ମ ଦିନ ର ଅଭିନନ୍ଦନ ଜଣାଉଛି, ମାନୁଛି ଆମ ସ୍ବାମୀ ସ୍ତ୍ରୀ ସମ୍ପର୍କ ରେ ଫାଟ ସୃଷ୍ଟି ହେଇଛି ହେଲେ ତୁମେ ମୋ ସ୍ତ୍ରୀ ନହେଲେ ବି ମୋର୍ ଜଣେ ଭଲ ବନ୍ଧୁ, ଆଉ ସବୁ ବେଳେ ରହିଥିବ ମଧ୍ୟ, ତେଣୁ ଆଜି ତୁମ ଜନ୍ମ ଦିନ ରେ ମୁଁ ଭଗବାନ୍ ଙ୍କୁ ଏଇଆ ଡାକୁଛି ତୁମ ଚଲାପଥ କୁସୁମିତ ହେଉ”
https://twitter.com/AnubhavMohanty_/status/1423926522772037633?s=19
ତେବେ ଏହି ପୋଷ୍ଟ ପରେ ଫ୍ୟାନ ମାନେ ଖୁସି ଅଛନ୍ତି ଆଉ ଭାବୁଛନ୍ତି କି ଖୁବ୍ ଶୀଘ୍ର ବର୍ଷ ଆଉ ଅନୁଭବ ଏକାଠି ହେବେ ଆଉ ଫିଲ୍ମ୍ ରେ ନଜର ଆସିବେ ତେବେ ଭବିଷ୍ୟତ ତ ସମୟ କହିବ