Special Report

ରାତିରେ ବୋହୂ ସହ ଶାଶୂ କରୁଥିଲା ଏପରି କାମ, ବୋହୂ ମନା କରିବାରୁ ସବୁ ସାରିଦେଲା ଶାଶୂ!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି।

ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି।

ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି। ଏବଂ ତାସହ ଲୋକମାନେ ମଧ୍ୟ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି।

ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି। ଯାହା ପାଇଁ କାହାର ଦରକାର ସମୟରେ ଭଲ ମନ୍ଦ ବୁଝି ଦୂର କଥା କାହାକୁ କିଛି ସାହାଯ୍ୟ ମଧ୍ୟ କରୁନାହିଁ।

ଆଜି ଏମିତି ଏକ ଘଟଣା ଲୋକଙ୍କ ଆଗକୁ ଆସିଛି ଯେଉଁଠି ଜଣେ ମହିଳା ନିଜର ସ୍ତ୍ରୀର ସିକୃତି ପାଇବା ପାଇଁ ନିଜ ଶ୍ଵଶୁର ଘର ଆଗରେ ଦୀର୍ଘ ଦିନ ଧରି ଶୀତ କାକରରେ ବସିଥିବାର।

ହେଲେ ସେହି ବୋହୂର ବୁଢ଼ୀ ଶାଶୁ ଜଣକ ଦାଣ୍ଡରୁ ବୋହୂକୁ ଘୋଷାଡି ଆଣି ଘରେ ତାଲା ପକାଇ ଦେଇଥିଲା। ତେବେ ଘରର ବୋହୂକୁ ୨୧ ଦିନ ତାଲା ମାରି ରଖିଥିଲା ସେହି ରାକ୍ଷସୀ ଶାଶୁ। ତେବେ ଏହିଭଳି ଦୃଶ୍ୟ ବ୍ରହ୍ମପୁର ଜିଲ୍ଲା ପଞ୍ଚମରେ ଦେଖିବାକୁ ମିଳିଛି। ସେହି ଗାଁର ନୃସିଂହ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ।

ହେଲେ ବିବାହର କିଛି ଦିନ ପରେ ଲକ୍ଷ୍ମୀଙ୍କ ଉପରେ ନି-ର୍ଯ୍ୟା-ତ-ନା ଆରମ୍ଭ ହୋଇଯାଇଥିଲା। ତେବେ ଘରର ବୋହୂକୁ ତାଲା ପକାଇ ମାରିବାକୁ ମଧ୍ୟ ପଛାଇ ନଥିଲେ ଶାଶୁଘର ଲୋକେ। ଆଉ ବୋହୂକୁ ବନ୍ଦ ଘର ଭିତରୁ ଉଦ୍ଧାର କରିଛନ୍ତି ପୋଲିସ ଓ ପ୍ରମିଳା ତ୍ରିପାଠୀ।

ଏପଟେ ବୋହୂ ନି-ର୍ଯା-ତ-ନା ଦେବା କଥା କହୁଥିବା ବେଳେ ଶାଶୁ ଏହାକୁ ଖଣ୍ଡନ କରିଛନ୍ତି। ଆଉ ସେ ତାଙ୍କ ବୋହୂ ବୋଲି ସ୍ବୀକାର କରୁନଥିଲେ। ତେବେ ବନ୍ଧୁଗଣ ଦେଖିବାକୁ ବାକି ରହିଲା ଆଗକୁ ଘଟଣା କେଉଁ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *