ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଆର୍ଥର ରୋଡ ଜେଲରେ ପ୍ରାୟ 25 ଦିନ ରହିବା ପରେ ଶନିବାର ଘରକୁ ଫେରିଥିଲେ। ଡ୍ରଗ୍ ମାମଲାରେ ତାଙ୍କୁ ଅକ୍ଟୋବର ୨ ରେ ଏନସିବି ଗିରଫ କରିଥିଲା।
ଅକ୍ଟୋବର 2 ତାରିଖ ବିଳମ୍ବିତ ରାତିରେ ମୁମ୍ବାଇର ଏକ କ୍ରୁଜ୍ ଜାହାଜରେ ଏଜେନ୍ସି ଏକ ଡ୍ରଗ୍ ପାର୍ଟୀକୁ ଚଢ଼ାଉ କରିଥିଲା। ସର୍ବଶେଷ ରିପୋର୍ଟ ଅନୁଯାୟୀ, ଆର୍ଯ୍ୟନ ଘରକୁ ଫେରିବା ପରେ ନିଜର ଇନଷ୍ଟାଗ୍ରାମ ଆଇଡି ଚିତ୍ର ବଦଳାଇ ଦେଇଛନ୍ତି।
ସେ ଚିତ୍ରକୁ ହଟାଇ ଖାଲି ରଖିଛନ୍ତି | ବର୍ତ୍ତମାନ ତାଙ୍କ ଆକାଉଣ୍ଟରେ କେବଳ ଧଳା ସ୍ଥାନ ଦୃଶ୍ୟମାନ ହେଉଛି | ଟିକେ ଦେଖ:
ହୁଏତ ଆର୍ୟାନ୍ ଜେଲ୍ ରୁ ଫେରିଲା ପରେ ନିଜକୁ ଏସବୁ ରୁ ଦୂରେଇ ରଖିବାକୁ ଚାହୁଛନ୍ତି, ହୁଏତ ସେ ନିଜକୁ ଦୂରେଇ ଦୂରେଇ କିଛି ଦିନ ମାମଲା ଶାନ୍ତ ହବା ଯାଏ ରହିବାକୁ ଭାବୁଛନ୍ତି