ଆର୍ଯ୍ୟାନ୍ ଙ୍କ ସ୍ବାଗତ ରେ ଥିବା ଲୋକଙ୍କ ସୋସିଆଲ ମିଡିଆରେ ଉଡା ହେଲା ମଜାକ୍, ତମ ଆର୍ଯ୍ୟାନ୍ ଜେଲ ରୁ ଫେରିଲେ ନା ଅଲମ୍ପିକ୍ସ ରୁ ବୋଲି ପଚାରିଲେ ଲୋକେ…

ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ଏକ କ୍ରୁଜରେ ତିନି ସପ୍ତାହ ଧରି ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଥିବା ଆର୍ଯ୍ୟ ଖାନ କିଛି ଦିନ ହେବ ଜେଲରୁ ବାହାରିଛନ୍ତି। ତେବେ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଆର୍ଯ୍ୟ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଶାହାରୁଖ ଖାନଙ୍କ ବଡି ଗାର୍ଡ ରବି ସିଂ ଜେଲରୁ ବାହାରିବା ପରେ ଆର୍ଯ୍ୟନ ଖାନଙ୍କୁ ସାଙ୍ଗରେ ନେଇଥିଲେ। ଆର୍ଥର ରୋଡ ଜେଲରୁ ବାହାରିବା ପରେ ସେ ସିଧାସଳଖ ମନ୍ନତଙ୍କ ନିକଟରେ ପହଞ୍ଚିଥିଲେ।

ମଣଟ

ଯେଉଁଠାରେତାଙ୍କର ବହୁ ସଂଖ୍ୟକ ପ୍ରଶଂସକ ଉପସ୍ଥିତ ଥିଲେ | ହାତରେ ପ୍ଲାକାର୍ଡ ଧରି ୱେଲକମ୍ ପ୍ରିନ୍ସ ଲେଖି ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ହେଲେ ଏହା କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଟ୍ରଲ୍ ହେବା ଆରମ୍ଭ ହେଇଗଲାଣି

ଶାହରୁଖ ଙ୍କ ପୁଅ ଜେଲ ରୁ ଫେରିଲେ ନା ଅଲମ୍ପିକ୍ସ ରୁ ବୋଲି ପଚାରିଛନ୍ତି ଜନତା, ଆଉ କିଛି କହିଛନ୍ତି ଜେଲ ରୁ ଫେରିଲେ ଏତେ ସ୍ବାଗତ ଆଉ ଯଦି ଗୋଲ୍ଡ ମେଡାଲ ଆଣିବେ ଦେଶପାଇଁ ତାହାଲେ କେତେ ସ୍ବାଗତ

ତେବେ ବହୁ ପ୍ରକାର ମିମ ପେଜ ରେ ବି ଏମିତି ପୋଷ୍ଟ ସେୟାର ହେଉଛି, ଏପଟେ ଆର୍ଯ୍ୟାନ୍ ଖାଁ ନିଜ ଫୋଟୋ ସୋସିଆଲ ମିଡ଼ିଆ ରୁ ହଟେଇ ଦେଇଛନ୍ତି,

ଶାହରୁଖ ପୂର୍ବପରି ସୁଟିଂ ସେଟ୍ କୁ ଫେରି ଯାଇଛନ୍ତି ଆଉ ଏବେ ହୁଏତ ଆର୍ଯ୍ୟାନ୍ ଆଉ ଏମିତି ଭୁଲ କରିବେନି ବୋଲି ଆମର ଆଶା ହେଲେ ପ୍ରକୃତି ନେବ୍ୟ ମୁଚ୍ୟାତେ, ଦେଖା ଯାଉ

Leave a Comment

Your email address will not be published. Required fields are marked *

Scroll to Top