Sumit ଙ୍କ ଘର ଆଗରେ ପଡ଼ିଛି ଯେମିତି ଯାତ୍ରା, ପ୍ରତିଦିନ ନୂଆ ନୂଆ ରହସ୍ୟ ହେଉଛି ଉନ୍ମୋଚନ

ଡାକ୍ତର ସୁମିତ କହିଛନ୍ତି ତାଙ୍କ ଦେହ ଏବେ ପର୍ଯ୍ୟନ୍ତ ଭଲ ହୋଇ ନାହିଁ। ତପଶ୍ୱନି ଆଗରୁ ବି ବହୁତ୍ କଥା କହୁଛନ୍ତି ଏବେ ବି ମଧ୍ୟ କହୁଛନ୍ତି।ତାଙ୍କ ଦେ-ହ ଅସୁସ୍ଥ ଅଛି,ମା-ନ-ସି+କ ଅବସ୍ଥା ଭଲ ନାହିଁ। ଠିକ ଜାଗାରେ ରେଷ୍ଟ ରେ ଅଛନ୍ତି।ନଦିଘୋଷ୍ ଟିଭି ପ୍ରତିନିଧି ପଚାରିଥିଲେ ତପଶ୍ଵନି ୮ ଲକ୍ଷ୍ୟ ଟଙ୍କା ଦିଅ ମୁଁ ଛାଡ଼ପତ୍ର ଦେଇଦେବେ…

ଏଇ କଥା ର ଯେଉଁ ଭାଇରାଲ ହୋଇଛି ସେହି ବିଷୟରେ ସୁମିତ କହୁଛନ୍ତି ସେ କିଛି ଜାଣିନାହାନ୍ତି। ତପଶ୍ୱନି ଟଙ୍କା ମାଗୁଥିଲେ ଏବେ ବି ମାଗୁଛନ୍ତି। ଏଇଟା ସତ କଥା ବୋଲି ସୁମିତ କହିଛନ୍ତି।ଘର ଆଗରେ ବସିକି ଲକ୍ଷ୍ମୀ ପୁରାଣ କରୁଥିଲେ ଓ ଏବେ ବସିକି ରୋଷେଇ କରୁଛନ୍ତି।

ଘର ଆଗରେ ଲୋକଙ୍କ ଭିଡ଼ ମଧ୍ୟ ଜମିଯାଉଛି।ବହୁତ୍ କଷ୍ଟ ଦେଲେଣି।ସାହିର ଲୋକ ମାନେ କେହି ନୁହେଁ କିନ୍ତୁ ବାହାରୁ ଲୋକ ଆସି ଘର ଦୁଆର ମୁହଁରେ ପାଟି ତୁଣ୍ଡ କରୁଛନ୍ତି।ସେମାନଙ୍କୁ ଡାକିକି ଆଣୁଛନ୍ତି। ତପଶ୍ୱନି ଏମିତି ଯାହା କରୁଛନ୍ତି ବହୁତ୍ କଷ୍ଟ ହେଲାଣି।ଏବଂ ସୁମିତ୍ ବହୁତ୍ ନିନ୍ଦା କରୁଛନ୍ତି।

ସୁମିତ୍ କାହା ଚାପରେ ନାହାନ୍ତି।ସେ ନିଜେ ହିଁ ସବୁ ଭାବି ଚିନ୍ତି କରୁଛନ୍ତି। ତପଶ୍ୱନି ଯେତେ ଟଙ୍କା ନେବେ କୋର୍ଟ ସାମ୍ନାରେ କୁହନ୍ତୁ।ଏମିତି ରାଜ ରାସ୍ତାରେ ବସି ଏମିତି କହିଲେ କଣ ହେବ।ସେ ଚାହୁଁନାହାଁନ୍ତି ତାଙ୍କ ସହିତ ରହିବା ପାଇଁ ସେଥିପାଇଁ ଛାଡ଼ପତ୍ର ନେବେ ବୋଲି କହିଛନ୍ତି।

Leave a Comment