ମନୋରଞ୍ଜନ

Tapaswini ଙ୍କୁ ଅଜଣା ମହିଳା ପିନ୍ଧେଇଲେ ସିନ୍ଦୂର, ଲୋକେ କହୁଛନ୍ତି ଡ୍ରାମା ରେ ନୂଆ ଚରିତ୍ର ମାରିଲେ entry

ସୁମିତ୍ ଙ୍କ ବାପା କହିଛନ୍ତି ସେ କିଛି କହୁ ନାହାନ୍ତି କାରଣ ସେ ନ୍ୟାୟାଳୟ କୁ ସମ୍ମାନ ଦେଉଛନ୍ତି।ପ୍ରଶାସନ କୁ ସମ୍ମାନ ଦେଉଛନ୍ତି।ସେ ଭରଷା ରଖିଛନ୍ତି।ସେଥିପାଇଁ ସେ କିଛି ପ୍ରତିକ୍ରିୟା ଦେଉନାହାନ୍ତି। ତପଶ୍ୱନି ସୁଯୋଗ ଖୋଜିକିି ପ୍ରତେକ ଦିନ ମିଥ୍ୟା ଅଭିଯୋଗ ଦେଉଛନ୍ତି।

ଯାହାଫଳରେ ମାନ ସମ୍ମାନ ଯାଉଛି,ମା-ନ-ସି-କ ଭାରସାମ୍ୟ ହରେଇ ବସୁଛନ୍ତୀ।କଷ୍ଟ ପାଉଛନ୍ତି।ଯେମିତି ହାଉସ ଆରେଷ୍ଟ୍ ଭଳି ରହୁଛନ୍ତି। ନ୍ୟାୟାଳୟର ଆଦେଶକୁ ପାଳନ ନ କରି ଘର ବସିବା କେତେ ଦୂର୍ ଉଚିତ୍ ଆଉ କେତେ ଦୂର୍ ଅନୁଚିତ୍ ବିଚାର କରନ୍ତୁ।

ଯାହାବି ଭିଡିଓ ହୋଇଛି ସେ ଏ ପର୍ଯ୍ୟନ୍ତ କିଛି ଦେଖିନାହାନ୍ତି।ତାଙ୍କ ପାଖରେ ପ୍ରମାଣ ଅଛି ଯେ କିଛି ଟଙ୍କା ତାଙ୍କ ପାଖରୁ ନେଇ ନାହାନ୍ତି।ତାଙ୍କର ଉପଯୁକ୍ତ ପ୍ରମାଣ ସହ କୋର୍ଟରେ ଜିନିଷ ଗୁଡ଼ିକ ଉପସ୍ଥାପନ କରନ୍ତୁ, ତପଶ୍ୱନି ଉଚିତ୍ ନ୍ୟାୟ ପାଇବେ ବୋଲି ଶଶୁର କହିଛନ୍ତି। ଏହି ସମୟର ଜଣେ ଅଜଣା ମହିଳା ଆସି ଶଙ୍ଖା ସିନ୍ଦୂର ପିନ୍ଧି ତପସ୍ୱିନୀ କୁ ଆଶୀର୍ବାଦ ଦେଇଥିଲେ

ଏହା ଏବେ ବେଶ୍ ରୋମାଞ୍ଚ ସୃଷ୍ଟି କରୁଚି, ଲାଗୁଚି ଯେମତି ଓଡ଼ିଶା ରେ ଯାତ୍ରା ପଡ଼ିଛି ତାହାଲେ ଦେଖା ଯାଉ ଆଗକୁ କଣ ହେଉଚି

Leave a Reply

Your email address will not be published. Required fields are marked *