Newsଭାଇରାଲ ଭିଡିଓ

ଦେହ ସୁଖ ଦେବାକୁ ଶିକ୍ଷୟତ୍ରୀ ମନା କରିବାରୁ…ଠିଆ ଠିଆ ଏମିତି କରିଦେଲା ଛାତ୍ର…

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକତରଫା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି। ଛାତ୍ର ଛାତ୍ରୀ ଙ୍କ ସାମ୍ନାରେ ହିଁ ଶିକ୍ଷୟିତ୍ରୀ ଙ୍କୁ ଗୁଳି କରିଦେଲେ ଛାତ୍ର। ଦୁଇବର୍ଷ ପରେ ନେଇଥିଲେ ବଦଲା। ଏକତରଫା ପ୍ରେମରୁ ଘଟି ଯାଇଛି ଏଭଳି ଭାବରେ ଏକ ବିରାଟ କାଣ୍ଡ। ଛାତ୍ର ଛାତ୍ରୀ ଙ୍କ ସାମ୍ନାରେ ହିଁ ଶିକ୍ଷୟିତ୍ରୀ ଙ୍କୁ ଗୁଳି କଲା ପୂର୍ବତନ ଛାତ୍ର।

ଏନେଇ ମଧ୍ୟ କୋଚିଂ ସେଣ୍ଟର ରେ ଆତଙ୍କ ମଧ୍ୟ ଖେଳି ଯାଇଛି।ଏହି ଦୃଶ୍ୟ ଦେଖି ମଧ୍ୟ ବିଦ୍ୟାର୍ଥୀ ମାନେ ଭୟରେ ଚିତ୍କାର କରିବାକୁ ଲାଗି ଥିଲେ। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ର ବିଜନୌର ଠାରେ ଦେଖିବାକୁ ମିଳିଛି।୩୨ ବର୍ଷୀୟ ଜଣେ ଶିକ୍ଷୟିତ୍ରୀ କୋମଲ ସେଠାରେ ଏକ କୋଚିଂ ସେଣ୍ଟର୍ ରେ ପାଠ ପଢାନ୍ତି। ସେଠାରେ ସେ ଏକ କମ୍ପ୍ୟୁଟର ବିଜ୍ଞାନ କୋଚିଂ ସେଣ୍ଟର ରେ ପାଠ ପଢ଼ାଉ ଥିଲେ।

ଦୁଇବର୍ଷ ପୂର୍ବେ ୨୧ ବର୍ଷୀୟ ପ୍ରଶାନ୍ତ ନାମକ ଜଣେ ଛାତ୍ର ତାଙ୍କ ପାଖରେ କମ୍ପ୍ୟୁଟର କୋର୍ସ କରୁଥିଲେ।କିଛିଦିନ କୋଚିଂ ନେବା ପରେ ସେ ଶିକ୍ଷୟିତ୍ରୀ ଙ୍କୁ ପ୍ରେମ କରିବାକୁ ଲାଗିଲେ। ଯାହାକୁ ନେଇ ସେ ସିଧା ତାଙ୍କର ମ୍ୟାଡମ୍ ଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ। ହେଲେ ସେହି ମ୍ୟାଡମ ଜଣକ ତାଙ୍କୁ ସିଧା ସିଧା ମନା କରିବା ସହ ପ୍ରଶାନ୍ତ ଙ୍କୁ ମଧ୍ୟ ସେ ତାଗିଦ୍ କରିଥିଲେ। ଏହାକୁ ନେଇ ପ୍ରଶାନ୍ତ ଏବେ ଦୁଇ ବର୍ଷ ପରେ ହିଁ ଏହି ଘଟଣାର ବଦଲା ନେଇଛନ୍ତି।

କୋର୍ସ ସରି ଯାଇଥିଲା ମାତ୍ର ରିଭିଜନ ପାଇଁ ପୁଣି ଥରେ କୋଚିଂ ସେଣ୍ଟର ଯାଇଥିଲା।ସେଠାରେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ହଠାତ୍ ସମସ୍ତଙ୍କ ଆଗରେ ମ୍ୟାଡମ ଙ୍କ ଉପରକୁ ଗୁଳି କରି ଦେଇଥିଲା ପ୍ରଶାନ୍ତ। ଛାତ୍ର ଛାତ୍ରୀ କିଛି ବୁଝିବା ପୂର୍ବରୁ ହିଁ ଘଟଣା ସ୍ଥଳରୁ ଫେରାର ମାରିଥିଲା ପ୍ରଶାନ୍ତ। ଏହାପରେ ବିଦ୍ୟାର୍ଥୀ ମାନେ ଚିତ୍କାର କରି ଆଖ ପାଖ ର ଲୋକ ମାନଙ୍କୁ ମଧ୍ୟ ଡାକିଥିଲେ। ଏହାପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ଗିରଫ ମଧ୍ୟ କରିଛି।

Leave a Reply

Your email address will not be published. Required fields are marked *