Ollywoodଭାଇରାଲ ଭିଡିଓ

ବାହାଘର ରେ ପଡୁଥିଲା ଝିଅ ର ହାତ ଗଣ୍ଠି..ଅଚାନକ ପୁଅ ର ମୋବାଇଲ କୁ ଆସିଲା ଝିଅ ର MMS ଭିଡିଓ..

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର ଶିଶୁପାଳ ହୋଇ ଘର କୁ ଫେରି ଯିବାର ଖବର ଆପଣ ମାନେ ଆଗରୁ ଅନେକ ଥର ଶୁଣି ଥିବେ।ଝିଅ ସାମାନ୍ୟ ଭୁଲ ପାଇଁ ଆଜି ଗୋଟିଏ ସଂପର୍କ ଯୋଡ଼ି ହେଉ ହେଉ ଭାଙ୍ଗି ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ର ଯୋନପୁର ଠାରେ।ସେଠାରେ ଝିଅ ର ଅ-ଶ୍ଳୀ-ଳ ଭିଡିଓ ଦେଖି ବିବାହ କରିବାକୁ ମନା କରି ଦେଇ ଥିଲା ପୁଅ।

ଏହା ପରେ ସେଠାରେ ଝିଅ ର ବିବାହ ଭାଙ୍ଗି ଯାଇ ଥିଲା।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ଗତ କିଛି ଦିନ ତଳେ ଯୁବକ ଜଣକ ବର ବେଶ ରେ ସଜେଇ ହୋଇ ଆସି ଥିଲେ ବାହା ହେବାକୁ।ସେ ବହୁତ ଖୁସି ଥିଲେ।ହାତ ଗଣ୍ଠି ପଡ଼ିବାକୁ ଆଉ ଅଳ୍ପ ସମୟ ବାକି ଥିଲା।ହେଲେ ସମ୍ପର୍କ ଯୋଡ଼ି ହେବା ଆଗରୁ ସବୁଦିନ ପାଇଁ ଭାଙ୍ଗି ଗଲା।

ହାତ ଗଣ୍ଠି ପଡ଼ିବା ସମୟ ରେ ବର ଫୋନ୍ କୁ ଆସିଲା ଝିଅ ଅ-ଶ୍ଳୀ-ଳ ଭିଡିଓ।ଯେଉଁଥିରେ ଝିଅ ଟି ଅନ୍ୟ ଜଣେ ପୁଅ କୁ କୁଣ୍ଢେଇ ଧରି ଥିଲା।ଏହାକୁ ଦେଖି ସେ ବିବାହ ବେଦୀ ରୁ ଉଠି ଯାଇ ବାହା ହେବାକୁ ମନା କରି ଦେଇଥିଲେ।ଝିଅ ର ପରିବାର ଲୋକ ଯେତେ ବୁଝାଇ ବାକୁ ଚେଷ୍ଟା କରି ଥିଲେ ସେ ଶୁଣି ନ ଥିଲେ।ଶେଷ ରେ ସମସ୍ତଙ୍କ ଆଗରେ ଯୁବତୀ ଙ୍କ କଳା କାରନାମା କୁ ଦେଖାଇ ଦେଇ ଥିଲେ।

ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଯୁବତୀ ଜଣକ କହିଥିଲେ କି ଏଥିରେ ତାଙ୍କର କିଛି ବି ଭୁଲ ନାହିଁ।ତାଙ୍କ ସାଙ୍ଗ ସହିତ ସେ କେବଳ ମଜାକ କରି ଥିଲେ।ହେଲେ କେହି ଜଣେ ଏହାର ଭିଡିଓ କରି ଦେଇଛନ୍ତି।ତାଙ୍କର କିଛି ବି ଭୁଲ ନାହିଁ।ଏକଥା ଜାଣିବା ପରେ ଝିଅ ର ଘର ଲୋକେ ବହୁତ ଗାଳି କରି ଥିଲେ ଝିଅ କୁ।

ଅନ୍ୟପଟେ ପୁଅ ବିବାହ କରିବାକୁ ମନା କରି ଦେଇଥିଲା।ଶେଷ ରେ ପୁଅ ଶିଶୁ ପାଳ ହୋଇ ବର ଯାତ୍ରୀ ନେଇ ଚାଲି ଯାଇ ଥିଲେ।ଏବେ ଝିଅ ଘର ଲୋକ ଙ୍କ ର କାନ୍ଦିବା ଛଡା ଆଉ କିଛି ନାହିଁ।ଯେ କେହି ଏହି ଘଟଣା ବିଷୟ ରେ ଜାଣିବାକୁ ପାଉଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

Leave a Reply

Your email address will not be published. Required fields are marked *