Special Report

୨୮ ଅଶାନ୍ତ ଆତ୍ମା ଯୋଗୁଁ ହେଲା ଟ୍ରେନ ଦୁର୍ଘଟଣା! ଆଜି ବି ଶୁଭୁଛି ଆତ୍ମାଙ୍କ ଚିତ୍କାର

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ।

ଆପଣମାନେ ସମସ୍ତେ ଏହି ଖବର ଜାଣିଲେ ଏଭଳି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ମନରେ ଅନେକ ପ୍ରଶ୍ନ ଆପଣଙ୍କର ଆସିବ ।ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଆଉ ଏହି ଘଟଣାକୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ବାହାନଗା ରେଳ ଦୁର୍ଘଟଣା ବିଷୟରେ ତ ସାରା ବିଶ୍ଵ ଜାଣିଥିବ ।

ସାରା ବିଶ୍ବ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହେବା ସହ ମନରେ ଏକ ଭୟ ଭାବନା ଆଣିଛି । ସତରେ ଏହି ବାହାନଗା ରେଳ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ଏହି ଦୁର୍ଘଟଣାକୁ ନେଇ ଆଜି ବି ଅନେକ ଖବର ଆସୁଛି ।

ଆଉ ଅନେକ ଲୋକ ଅନେକ କଥା ବି କହୁଛନ୍ତି । ବାହାନଗା ରେଳ ଦୁର୍ଘଟଣା ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ଘଟଣା ଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ୧୨୮ ଦିନ ହୋଇଗଲାଣି କିନ୍ତୁ ଆଜି ବି କିଛି ଶବ ଏଭଳି ଅଛନ୍ତି ତାଙ୍କର ଅନ୍ତିମ ସଂସ୍କାର ହୋଇନାହିଁ ।

ତାଙ୍କର ଘରଲୋକ, ବା ସମ୍ପର୍କୀୟ ତାଙ୍କୁ ନେଇ ନାହାନ୍ତି । ସେହି ଶବ ମାନଙ୍କର ଶାନ୍ତିରେ ଶେଷ କ୍ରିୟା ହୋଇ ପାରିଲା ନାହିଁ । ଆଉ ସେମାନଙ୍କର ଆତ୍ମା ଅଶାନ୍ତ ହୋଇ ରହିଛି । ୨୮ ଜଣଙ୍କର ମୃ-ତଦେହ ଏହିଭଳି ଭାବରେ ପଡ଼ି ରହିଥିଲା ।

ଆଉ ତାଙ୍କର ମୃ-ତଦେହ ଚିହ୍ନଟ ହୋଇନଥିଲା । ଅଶାନ୍ତ ଭାବରେ ତାଙ୍କର ଶବ ପଡ଼ିଥିଲା । ଆଉ ତାଙ୍କର ଅନ୍ତିମ ସଂସ୍କାର କରିବା ସମୟରେ ବିହାରର ବକ୍ସର ଅଞ୍ଚଳରେ ଘଟିଥିଲା ରେଳ ଦୁର୍ଘଟଣା । ଏହି ଘଟଣା ସମସ୍ତଙ୍କର ଛାତି ଥରାଇ ଦେଇଛି । ବାହାନଗା ରେଳ ଦୁର୍ଘଟଣା ମନରୁ ଯାଇନଥିବା ବେଳେ ଏହି ଘଟଣା ଘଟିଛି ।

ବିହାର ରାଜ୍ୟର ବକ୍ସରର ରଘୁନାଥପୁର ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ଆଉ ଅନେକ ଯାତ୍ରୀଙ୍କର ମୃ-ତ୍ୟୁ ବି ହୋଇଛି । ୨୧ ଟି ବଗି ଲାଇନ୍ ଚ୍ୟୁତ ହୋଇଛି ।

ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ବାହାନଗା ରେଳ ଦୁର୍ଘଟଣାରେ ଶିକାର ହୋଇଥିବା ୨୮ ଜଣ ମୃ-ତ-କଙ୍କୁ କେହି ଚିହ୍ନଟ କରି ନଥିଲେ ଆଉ ତାଙ୍କର ଶବ ଦାହ କରାଯାଇଥିଲା । ଏହି ବିହାରରେ ହୋଇଥିବା ରେଳ ଦୁର୍ଘଟଣା ହଠାତ୍ ହୋଇଥିଲା । ଆଉ ଏକ ବଡ ଶବ୍ଦ ହୋଇଥିଲା । ସେପଟେ ଅର୍ଥାତ୍ ବାହାନଗା ଠାରେ ଶବ ଦାହ ହେଉଥିଲା ଆଉ ଏପଟେ ଏଭଳି ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *