Special Report

ଖାଇବା ଦେବାକୁ ଡେରି ହେବାରୁ ନିଜ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ ।

ଏହି ଖବର ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ବାମୀ ଆଉ ସ୍ତ୍ରୀର ସମ୍ପର୍କ କେତେ ମଧୁର ଆଉ ପବିତ୍ର ଅଟେ । ସ୍ବାମୀ ଆଉ ସ୍ତ୍ରୀର ସମ୍ପର୍କରେ ଉଭୟ ଉଭୟଙ୍କୁ ଭଲପାଇବା ସହ ସମ୍ମାନ ବି ଦେବା ଉଚିତ୍ । କିନ୍ତୁ ଏହି ଘଟଣା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ସ୍ବାମୀ ତାର ପ୍ରଥମ ସ୍ତ୍ରୀକୁ ମାରି ଦେଇଥିଲା । ପୁଣି ଏହି ସ୍ବାମୀ ଜଣକ ଦ୍ଵିତୀୟ ବିବାହ କରିଥିଲେ । ଆଉ ଏହି ସ୍ଵାମୀ ଜଣକ ତାର ଦ୍ଵିତୀୟ ପତ୍ନୀଙ୍କୁ ମଧ୍ୟ ମାରି ଦେଇଛି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।

ଏହିଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ଡେଙ୍ଗାଗୁଡ଼ା ଠାରେ । ଏହି ଅଞ୍ଚଳର ଜଣେ ଯୁବକ ବିବାହ କରିଥିଲେ । ଆଉ ସେ ବିବାହ କରିବା ପରେ ତାଙ୍କ ସ୍ତ୍ରୀଙ୍କୁ ମାରି ଦେଇଥିଲେ । ୮ ବର୍ଷ ତଳେ ଏହି ଘଟଣା ସେ ପ୍ରଥମେ ଘଟାଇଥିଲେ ।

ଏହି ବ୍ୟକ୍ତି ଜଣକ ଖାଇବାକୁ ମାଗିଥିଲେ ଆଉ ସ୍ତ୍ରୀ ଜଣକ ଲେଟ୍ କରିବାରୁ ସ୍ବାମୀ ଜଣକ ତାଙ୍କୁ ମାରି ଦେଇଥିଲେ । ଏହି ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀକୁ ହ-ତ୍ୟା କରିବା ପରେ ଜେଲ ଯାଇଥିଲେ । ଆଉ ଏହାପରେ ସେ ପୁଣି ବେଲରେ ଆସିଥିଲେ ।

ଆଉ ବେଲରେ ଆସିବା ପରେ ଏହି ବ୍ୟକ୍ତି ଜଣକ ପୁଣି ସେହି ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଆଉ ସେ ବିବାହ କରିବା ପରେ ତାଙ୍କୁ ଖାଇବାକୁ ମାଗିଥିଲେ । ଖାଇବାକୁ ଦେବାକୁ ସ୍ତ୍ରୀ ଜଣକ ବିଳମ୍ବ କରିବାରୁ ଏହି ବ୍ୟକ୍ତି ଜଣକ ଏଭଳି କାଣ୍ଡ କରିଥିଲେ ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ବ୍ୟକ୍ତି ଜଣକ ସେହି ସ୍ତ୍ରୀ ଜଣଙ୍କୁ ଜୀବନରୁ ମାରି ଦେଇଥିଲେ । କେବଳ ଖାଦ୍ୟ ଦେବାକୁ ବିଳମ୍ବ ହେବାରୁ ଏହି ସ୍ତ୍ରୀ ଜଣକ ଆଜି ମୃ-ତ୍ୟୁବରଣ କରିଥିଲେ । ଏହି ସ୍ତ୍ରୀ ଜଣଙ୍କୁ ମାରିବା କଥା ତାଙ୍କ ପୁଅ କହିଥିଲେ । ପୁଅ ଜଣକ ବାପା ବିଷୟରେ ସବୁ କଥା କହିଥିଲେ ।

ସତରେ ଏଭଳି ଘଟଣା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏଭଳି କାମ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏହିଭଳି କାମ କରନ୍ତି । ଏଭଳି ଲୋକଙ୍କୁ କଠିନ ଦଣ୍ଡ ମିଳିବା ଉଚିତ୍ । ଏବେ ଏହି ଖବରକୁ ନେଇ ଅନେକ କଥା ଆସିବା ବେଳେ ଅନେକ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *