ସବୁବେଳେ ରାଶି ମାନଙ୍କର ଉତ୍ଥାନ ପତନ ଜୀବନରେ ଲାଗି ରହିଥାଏ । କେତେବେଳେ କେଉଁ ପରିସ୍ଥିତି ରେ ପରିବର୍ତ୍ତନ ହୁଏ ତାହା କେବଳ ଗ୍ରହ ନକ୍ଷତ୍ର ଦେଖି ଜାଣିହୁଏ । ନୂଆ ବର୍ଷ ହେବା ଆଗରୁ ମିଳିଛି ଖୁସିର ବାତାବରଣ । ୪ ଭାଗ୍ୟଶାଳୀ ରାଶି ଙ୍କୁ ମିଳିବ ଗୁପ୍ତଧନ ।
ମେଷ – ଜୀବନ ସୁଖମୟ ହେବ କୋର୍ଟ କଚେରି ରେ ଜୟଯୁକ୍ତ ହେବେ । ଅଟକିଥିବ ସମ୍ପତି ମିଳିଯିବ ଯଦି ବିବାହ ସମସ୍ୟା ଥାଏ ତେବେ ନିଶ୍ଚିନ୍ତ ମାର୍ଚ୍ଚ ମାସ ସୁଦ୍ଧା ସମାଧାନ ହେବ ।
ବୃଷ – ବୃଷ ରାଶିରେ ହେବାକୁ ଯାଉଛି ମହା ସଂଯୋଗ। ପ୍ରଚୁର ଧନ ପ୍ରାପ୍ତି ସହ ମିଳିବାକୁ ଯାଉଚି ସରକାରୀ ଚାକିରୀ ର ଯୋଗ । ପରିଶ୍ରମ ଆବଶ୍ୟକ ଅନେକ ଦିନରୁ ଚେଷ୍ଟା ଜାରି କରିଥିବା ଲୋକେ ନିଶ୍ଚିନ୍ତ ସଫଳ ପାଇବେ ଏଥିରେ ସନ୍ଦେହ ନାହିଁ ।
ଧନୁ – ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ବୃହସ୍ପତି । ଧନ , ମାନ, ସମ୍ମାନ ବୃଦ୍ଧି ପାଇବା ସହ ପରିବାର ରେ ଆତ୍ମୀୟତା ବୃଦ୍ଧି ପାଇବ । ସମସ୍ତ ସମସ୍ୟା ରୁ ମୁକ୍ତି ପାଇବେ ନୂଆ ବର୍ଷ ଟି ଶୁଭ ହେବ ।
ମୀନ – ଆପଣ ଦୀର୍ଘ ଦିନ ଧରି କୌଣସି ସମସ୍ୟା ରେ ଗତି କରୁଥିଲେ । ସେହି ସମସ୍ୟାର ସମାଧାନ ହେବାକୁ ଯାଉଚି । ଧନ ପ୍ରାପ୍ତି ର ଯୋଗ ହେଉଛି ଏହା ସହ ସନିଦେବ ଙ୍କ ଆଶ୍ରିବାଦ ର ଭାଗିଦାରୀ ହେବେ ମାନ ସମ୍ମାନ ବୃଦ୍ଧି ଘଟିବ ।