ରାଜ୍ୟ ଖବର

Pramila-sumit ଶେଷରେ ହେଲେ ମୁହା ମୁହିଁ ସୁମିତ ଙ୍କୁ କଡ଼ା ଜବାବ ଦେଲେ ତପସ୍ଵିନୀ ଙ୍କ ଓକିଲ ପ୍ରମିଳା ମା ଦେଖନ୍ତୁ ଭିଡିଓ

ପ୍ରମିଳା ମା କହିଛନ୍ତି ଝିଅ ପାଇଁ ଲଢିବି ପଛକେ କାହାରି କୁ ଛାଡ଼ିବି ନାହିଁ।ସୁମିତ ତାଙ୍କୁ ସଜେଇ ଦେଲେ ବ୍ରହ୍ମପୁର ଡନ୍ ଠୁ ଗୁଣ୍ଡା।ସୁମିତ କହିଥିଲେ ପ୍ରମିଳା ତ୍ରିପାଠୀ ଆମ ଘର ଭିତରେ ପଶି ଆମ ମ୍ୟାଟର ରେ ମୁଣ୍ଡ ପୁରେଇବାକୁ କିଏ?

ଯେହେତୁ ଏସ.ପି,ଡି.ଜି,ଡି.ଆଇ.ଜି, ଆଇ.ଜି,ମହିଳା କମିଶନର,ହୋମ ଦିପାର୍ଟ୍ମେଣ୍ଟ,ସେକ୍ରେଟାରୀ,ବିଧାୟକ,ଏମ୍.ଲେ,କଲେକ୍ଟର, ସବ୍- କଲେକ୍ଟର,ନବୀନ ପଟ୍ଟନାୟକ, ପ୍ରାଇମ୍ ମିନିଷ୍ଟର୍ ,ସରକାର,ସମସ୍ତଙ୍କୁ ଲେଖା ପଠେଇଛନ୍ତୀ।ସତ କଥା କେମିତି ଧରା ପଡିଯାଉ।

କିନ୍ତୁ ବର୍ତ୍ତମାନ ସେ ଉପରେ ହାଇକୋର୍ଟରେ ତଦନ୍ତ ଏଯାଏଁ କରାଯାଇନାହିଁ। ତପଶ୍ଵନି ପ୍ରମିଳା ତ୍ରପାଠୀ ଙ୍କ ପାଖକୁ ଚିଠି ଲେଖି ପୋଷ୍ଟରେ ଦେଇଥିଲେ।ତାପରେ କହିଛନ୍ତି ସେ ସମାଜସେବୀ ବର୍ତ୍ତମାନ ସିଏ ଝିଅ ପାଇଁ ଲଢ଼ିବେ ପଛକେ କାହାକୁ ଛାଡ଼ିବେ ନାହିଁ

ଗୋଟେ ବୋଲି ଝିଅ ନୁହେଁ,ହଜାର ହଜାର ଝିଅ ସମସ୍ତଙ୍କ ପାଇଁ ସେ ଅଛନ୍ତି ଏବଂ ରହିବେ ମଧ୍ୟ।କିନ୍ତୁ ତାଙ୍କ ନାଁ ରେ ଯେଉଁ ଅଭିଯୋଗ ଆଣୁଛନ୍ତି ଡନ୍ ଠୁ ଗୁଣ୍ଡା ସଜେଇ ଦେଉଛନ୍ତି ସୁମିତ।ଏଥିପାଇଁ ତଦନ୍ତ କରାଯାଉ।ସିସିଟିଭି ଫୋଟେଜ୍ କୁ ପୋଲିସଙ୍କ ଜରିଆରେ ସିଜ୍ କରାଯାଉ।ସେ ଲଢ଼ିବେ କିନ୍ତୁ ଡରିବେନି।

Leave a Reply

Your email address will not be published. Required fields are marked *