Tapaswini-Sumit ମାମଲା ସୁମିତ ଙ୍କ ଦିତୀୟ ଗେଟ ଭାଙ୍ଗିବାକୁ ଲୋକଙ୍କୁ ପ୍ରବର୍ତାଉଛନ୍ତି କି ତପସ୍ୱିନୀ ଦେଖନ୍ତୁ କଣ କହୁଛନ୍ତି ତପସ୍ୱିନୀ –

ବହୁତ୍ ଚର୍ଚ୍ଚିତ ତପସ୍ୱିନୀ ସୁମିତ ମାମଲାରେ ଘଟଣା ଏମିତି ମୋଡ ନେବାରେ ଲାଗିଛି ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ ବିପକ୍ଷରେ ରହିବାକୁ ଲାଗିଛନ୍ତି ।

ତପସ୍ଵିନୀ ସ୍ଵାମୀ ଏବଂ ଶାଶୁ ଶଶୁର ଙ୍କ ସହ ରହିବାକୁ ଚାହୁଁଥିବା ବେଳେ ସଫା ସଫା ମନା କରିଦେଇଛନ୍ତି ସୁମିତ । କିନ୍ତୁ ଏହା ପରେ ବି ସଂଘର୍ଷ ଜାରି ରଖିଛନ୍ତି ତପସ୍ଵିନୀ ଏବଂ ନିଜ ହକ ପାଇଁ ଲଢ଼ୁଛନ୍ତି ।

ଏହି ଲଢେଇ ରେ ପୂର୍ଣ୍ଣ ସହଯୋଗ କରିଛନ୍ତି ତାଙ୍କ ଓକିଲ ପ୍ରମିଳା ତ୍ରିପାଠୀ କେସ ଆରମ୍ଭ ହେବାଠାରୁ ଶେଷ ପର୍ଯ୍ୟନ୍ତ ତାଙ୍କ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଏହି କ୍ଷେତ୍ରରେ ତପସ୍ୱିନୀ ଙ୍କ ପ୍ରତିକ୍ରିୟା ନିଆ ଯାଇଥିଲା ।

ତପସ୍ଵିନୀ ଙ୍କ କହିବା ଅନୁସାରେ ଜନ ସାଧାରଣ ମାନେ ତାଙ୍କୁ ନ୍ୟାୟ ରେଇଥଲେ ସେ ଖରା ବର୍ଷା,ଶୀତ,କାକର ରେ ତମ୍ବୁ ଟାଣି ରହୁଥିଲେ କିନ୍ତୁ ସ୍ଥାନୀୟ ବାସିନ୍ଦା ମାନେ ତାଙ୍କ ପାଇଁ ଲଢି ପ୍ରଥମ ଗେଟ ଭାଙ୍ଗି ତାଙ୍କୁ ଦାଣ୍ଡ ଘରେ ପ୍ରବେଶ କରିଥିଲେ ।

ଏଵଂ ତପସ୍ୱିନୀ କହିଥିଲେ ସ୍ଥାନିତ ବାସିନ୍ଦା ଙ୍କ ପାଇଁ ମୁଁ ଆଜି ଘର ଭିତରେ ପ୍ରବେଶ କରିଛି ସ୍ଥାନିତ ଲୋକ ଚାହିଁଲେ ପୁଣି ଘରର ଦିତୀୟ ଗେଟ ଭାଙ୍ଗିବ ଏବଂ ସେ ତାଙ୍କ ବେଡ଼ରୁମ କୁ ପ୍ରବେଶ କରିବେ ।

https://youtu.be/wTPBSmQEhI8

ଏହି କଥାକୁ ସୋସିଆଲ ମିଡିଆରେ ଲକ୍ଷ କରାଯାଇଥିଲା ଏବଂ ତପସ୍ୱିନୀ ଘରର ଗେଟ ଭାଙ୍ଗିବା ପାଇଁ ପ୍ରବର୍ତ୍ତାଉଛନ୍ତି କି ? ଏହି ବିଷୟରେ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ ।

Leave a Comment

Your email address will not be published. Required fields are marked *

Scroll to Top