Special Report

ନୂଆବର୍ଷ ପୁର୍ବରୁ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ,ରାସ୍ତା ସାରା ପଡିଛି ଖାଲି ଖଣ୍ଡ ଖଣ୍ଡ…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । କିଛି ଖବର ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଭୟଭୀତ ହୋଇଯିବେ ।

ଘଟଣା, ଦୁର୍ଘଟଣା କେତେବେଳେ ହେବ ସେକଥା କେହି ଜାଣନ୍ତି ନାହିଁ । ଏବେ କିଛି ଖବର ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି । ଏହି ଘଟଣା ହେଉଛି ଦୁଇଜଣ ସାଙ୍ଗ କେଉଁଆଡେ ବୁଲିବାକୁ ଯାଇଥିଲେ । ଆଉ ସେମାନଙ୍କର ଦୁର୍ଘଟଣା ହୋଇଛି ।

ଏଭଳି ଦୃଶ୍ୟ ହୃଦୟ ବିଦାରକ ଅଟେ । ଏଭଳି ଦୃଶ୍ୟ ଦେଖିବାକୁ ଭୟ ଲାଗିବ । ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ହୋଇଯାଇଛି । ନୂଆ ବର୍ଷ ପୂର୍ବରୁ ଦୁଇ ସାଙ୍ଗଙ୍କର ଅକାଳରେ ବିୟୋଗ ହୋଇଯାଇଛି ।

ନୂଆ ବର୍ଷରେ ସମସ୍ତେ ଅନେକ କଥା ଭାବିଥାନ୍ତି । ଅନେକ କିଛି ବି ଭାବିଥିଲେ ଏହି ଦୁଇସାଙ୍ଗ । କିନ୍ତୁ ଏହି ଦୁଇସାଙ୍ଗ ନୂଆ ବର୍ଷ ପୂର୍ବରୁ ଏହି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ଏବେ ଏହି ଖବର ସମସ୍ତଙ୍କୁ ଦୁଃଖିତ କରାଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମଭି ୯୬ ରାଜରାସ୍ତାରେ । ଏହି ରାଜରାସ୍ତାରେ ଦୁଇଟି ଟ୍ରକ୍ ମୁହଁମୁହିଁ ଧକ୍କା ହୋଇଛନ୍ତି । ଆଉ ଏଥିରେ ଚାପି ହୋଇ ଯାଇଛନ୍ତି ଦୁଇଜଣ ।

ଟ୍ରକ ଦୁଇଟି ମଝିରେ ଚାପି ହୋଇ ସେମାନଙ୍କର ମୃ-ତ୍ୟୁ ହୋଇଯାଇଛି । ସେଠାରେ ଶହ ଶହ ଲୋକ ଛିଡ଼ା ହୋଇଛନ୍ତି ଆଉ ଗାଡ଼ି ମାନଙ୍କର ଧାଡ଼ି ଲାଗିଛି । ଲୋକମାନେ ସକାଳୁ ସକାଳୁ ଏକ ଶବ୍ଦ ଶୁଣିଥିଲେ ।

ଆଉ ସେଠାରେ ଦୁଇଟି ଟ୍ରକ୍ ସାମନାସାମନି ଧକ୍କା ହୋଇଛନ୍ତି କିନ୍ତୁ ସେହି ଟ୍ରକ୍ ମଝିରେ ଦୁଇଜଣ ବାଇକ୍ ଆରୋହୀଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଉଭୟ ବେଣ୍ଡିକୋଟା ଗାଁର ଅଟନ୍ତି । ତାଙ୍କୁ ଟ୍ରକ୍ ଧକ୍କା ଦେବା ପରେ ଉଭୟ ଗୁରୁତର ଅବସ୍ଥାରେ ଥିଲେ।

ତାଙ୍କୁ ପାଖ ମେଡ଼ିକାଲକୁ ନିଆ ଯାଇଥିଲା ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଧକ୍କା କରିଥିବା ଟ୍ରକ୍ ଡ୍ରାଇଭର ଦୁଇଜଣ ଫେରାର ହୋଇ ଯାଇଛନ୍ତି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *