ସାନ ଭାଇ ଭଉଣୀଙ୍କୁ ବଞ୍ଚାଇ ପାଣିରେ ବୁଡ଼ିଗଲେ ବଡ଼ଭଉଣୀ…!
ନିଜର ଦୁଇଜଣ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇ କୁ ପୋଖରୀ ମଧ୍ୟରୁ ଉଦ୍ଧାର କରିବାକୁ ଯାଇ ପାଣିରେ ସଲିଳ ସମାଧୀ ହୋଇଗଲେ ବଡ଼ ଭଉଣୀ। ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ,ଖଲିକୋଟ ଥାନା ଅନ୍ତର୍ଗତ , ଚିକିଲି ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ର ରବିରାମ ପ୍ରଧାନ ଙ୍କ ତିନି ଝିଅ ଜେଲିନା, ସେଲିନା, ଏଲିନା ନିଜ ମଉସା ଜୟରାମ ଖୁଣ୍ଟିଆଙ୍କ ଘରକୁ ଯାଇଥିଲେ।ଶୌଚ ପାଇଁ ଜୟରାମ ଖୁଣ୍ଟିଆଙ୍କ ୯ … Read more