Special Report

ବର୍ଷ ଆରମ୍ଭରୁ ଟିକେ ଖୁସି କରାଇ ସାରା ଭାରତବାସୀଙ୍କୁ କନ୍ଦାଇଲା ୨୦୨୩ ବର୍ଷ…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବା ସହ ଏଭଳି କିଛି ଖବର ବିଷୟରେ ଆପଣମାନେ ଜାଣିପାରିବେ ଯାହା ଶୁଣିଲେ ଆପଣ ଅନେକ କଥା ଜାଣିପାରିବେ ।

୨୦୨୩ ମସିହା ସରିଯିବାକୁ ଲାଗିଲାଣି । ଏହି ୨୦୨୩ ମସିହା ଅନେକ ଲୋକଙ୍କୁ କନ୍ଦାଇଛି । ୨୦୨୩ ମସିହାର କଳା ଫର୍ଦ୍ଦ ଖାଲି କନ୍ଦାଇଛି । ହତ୍ୟା ଲୁଟରେ ପରିପୂର୍ଣ୍ଣ ଏହି ଅଭିଶପ୍ତ ବର୍ଷ ।

ଯେତେବେଳେ ଗୋଟିଏ ବର୍ଷ ଆସେ ସେତେବେଳେ ତାହା ମନରେ ଅନେକ ଉଦ୍ଦୀପନା ନେଇ ଆସିଥାଏ । ସେହିଭଳି ଅନେକ ଆଶା ନେଇ ଆସିଥିଲା ୨୦୨୩ । ସମସ୍ତଙ୍କ ମନରେ ଅନେକ ଆଶା ଭରଷା ଥିଲା । ହେଲେ ସମୟ ସହିତ ସବୁକିଛି ବଦଳି ଯାଇଥିଲା ।

୨୦୨୩ ମସିହାରେ ଏଭଳି ଅନେକ କିଛି ଘଟଣା ଘଟିଥିଲା ଯାହା ଏବେବି ମନରେ ଅନେକ ଭୟ ସୃଷ୍ଟି କରିଛି । ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା, ବାହାନଗା ରେଳ ଦୁର୍ଘଟଣା ଆଦି ଘଟଣା ଏହି ୨୦୨୩ ମସିହାରେ ଘଟିଥିଲା ।

ସୀମାରେ ଅନେକ ଯବାନମାନଙ୍କ ସହିଦ ହୋଇଥିଲା ଏବଂ ମଦ ଦୋକାନ ପଛରୁ ୩୫୦ କୋଟି ଟଙ୍କା ମିଳିଥିଲା । ଏହିଭଳି ଅନେକ ଘଟଣା ଏହି ୨୦୨୩ ମସିହା ଆମକୁ ଦେଖାଇଛି ।

ଏହି ୨୦୨୩ ମସିହାରେ ଚନ୍ଦ୍ରଯାନ ସଫଳ ହୋଇଥିଲା କିନ୍ତୁ ବିଶ୍ୱକପ୍ ଆଶା ଆଶାରେ ରହି ଯାଇଥିଲା । ଏହି ୨୦୨୩ ମସିହା ଆରମ୍ଭ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ହୋଇଥିଲା । ତାଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଗୁଳି କରିଥିଲେ ।

ଏହାପରେ ବାହାନଗା ରେଳ ଦୁର୍ଘଟଣାରେ ଆପଣମାନେ ଅନେକ ପରିବାର ଉଜୁଡ଼ି ଯାଇଥିବାର ଦେଖିଥିବେ । ଅନେକ ଘର ଆଜି ବେଘର ହୋଇଯାଇଛି । ଏଭଳି ବିଶ୍ୱକପର ସବୁ ଶିରିଜ୍ ଖେଳରେ ଭାରତ ଜିତିଥିବା ବେଳେ ଫାଇନାଲରେ ଭାରତ ହାରି ଯାଇଥିଲା ।

୩୫୦ କୋଟି ଟଙ୍କା ମଧ୍ୟ ମିଳିଥିଲା । ଆଉ ୨୦୨୩ ମସିହାରେ ଓଡ଼ିଶାରେ ଆତଙ୍କବାଦୀ ଥିବାର ବି ଜଣା ପଡିଥିଲା । ଆଉ ଗୋଟିଏ ଦିନ ପରେ ନୂଆ ବର୍ଷ ଆସିବାକୁ ଯାଉଛି । ପୂର୍ବରୁ ଘଟିଥିବା ଘଟଣା ଲୋକମାନେ ଭୁଲି ଗଲେଣି । ନୂଆ ବର୍ଷ ପାଇଁ ଅନେକ ଆଶା ରଖିଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *