Ollywood

Anubhav ଙ୍କୁ ତାଲା ମାରିଲେ Barsha priyadarshini ଏହା ପଛର କାରଣ ଜାଣିଲେ ହୋସ ଉଡିଯିବ ଦେଖନ୍ତୁ ସେ ବେଳର ଦୃଶ୍ୟ

ସୋସିଆଲ ମିଡିଆରେ ପୁଣି ବର୍ତ୍ତମାନ୍ ଚର୍ଚ୍ଚାରେ ଅନୁଭବ ଏଵଂ ବର୍ଷା । ବିବାଦୀୟ କ୍ଷେତ୍ରରେ ସବୁବେଳେ ଜଣା ଶୁଣା ଥିବା ବହୁତ୍ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଯୋଡ଼ି ରେ ଦେଖା ଦେଇଛି ବଡ ଖୁଲାସା ।

ପୁଣି ପରଷ୍ପର ଦୁହେଁ ଝଗଡ଼ା ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡ଼ିଓ ରେ ଥିବା ବାସ୍ତବ ଅର୍ଥ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ।

ଯୁକ୍ତି ତର୍କ ଲାଗିଛି ତ ତାହାରି ମୂଳ କାରଣ ହେଉଛି ଏକ ତାଲା । ଏହି ଭିଡିଓ ଟି ହେଉଛି ବର୍ଷେ ତଳର ଏହି ଭିଡ଼ିଓରେ ଯାହା ଜଣା ପଡ଼ିଛି ଅନୁଭବ ଏବଂ ବର୍ଷା ଙ୍କ ରୁମ୍ ର ତାଲା ର ଗୋଟିଏ ଚାବି ଯାହାକି କେବଳ ବର୍ଷା ରଖୁଥିଲେ ।

ଅନୁଭବ ଙ୍କ କହିବା ଅନୁଯାୟୀ ଯଦି ରୁମ୍ ଦି ଜଣଙ୍କର ତେବେ ଦୁଇ ଜଣ ଚାବି ରଖିବା ଉଚିତ୍ । ତେବେ ଏହି କ୍ଷେତ୍ରରେ ଅନୁଭବ ଏକ ନୂଆ ତାଲା ଆଣି ବର୍ଷା ପ୍ରିୟଦର୍ଶିନୀ ।

ଏବଂ ପୋଲିସ ଙ୍କ ସାମ୍ନାରେ ତାଲା ପକେଇବାର ଡେମୋ ଦେଖାଇଥିଲେ ଏବଂ ଏଥିରେ ଦୁଇଟି ଚାବି ର ଥିବା ମଧ୍ୟ ଦର୍ଶାଇ ଥିଲେ । ଦେଖନ୍ତୁ ଏହି ଭିଡିଓ

Leave a Reply

Your email address will not be published. Required fields are marked *