ନମସ୍କାର ପାଠକ ବନ୍ଧୁ।ନିର୍ବାଚନ ପାଇଁ ଏବେ ଠୁ କିଛି ନେତା ମନ୍ତ୍ରୀ ମାନେ ଦିନ ଗଣିବା ଆରମ୍ଭ କଲେଣି।ସବୁଦଳ ପ୍ରାୟ ନିଜ ନିଜର ପ୍ରଚାର ପାଇଁ ମାତି ଚାଲିଛନ୍ତି।ବିଜେଡି ଦଳ ର ଅନ୍ୟ ମନ୍ତ୍ରୀ ମାନେ ପ୍ରାୟ ସବୁବେଳେ ପଦ ଯାତ୍ରା କରି ଲୋକ ଙ୍କ ଦୁଃଖ ଦୁର୍ଦ୍ଦଶା କୁ ବୁଝୁଚନ୍ତି।
ନିକଟରେ ଅନନ୍ତ ଜେନା ଓ ଶ୍ରୀମୟି ଉଭୟ ବିଜେଡି ପଦ ଯାତ୍ରା ରେ ବାହାରି ଥିଲେ। ସେମାନ ଙ୍କ ର ଏହି ପଦ ଯାତ୍ରା ସଫଳ ହୋଇଛି ବୋଲି ସେମାନେ କହିଛନ୍ତି।ଲୋକ ମାନେ ନବୀନ ବାବୁ ଙ୍କୁ ଖୁବ୍ ଭଲ ପାଇ ଛନ୍ତି।ଓ ଆଗକୁ ମଧ୍ୟ ଭଲ ପାଇବେ।
ସହର ର ଲୋକ ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ କିଛି କାମ କରିଛନ୍ତି।ସମସ୍ତଙ୍କ ପରୀ ତାଙ୍କୁ ରହିବା ପାଇଁ ସ୍ଥାନ ଦେଇଛନ୍ତି।ଖାଇବା ପାଇଁ ଖାଦ୍ୟ ଯୋଗାଇ ଦେଇଛନ୍ତି।
ଏହା ଛଡା ଘର ଘର କୁ ବିଜୁଳି ଆଲୁଅ ଦେବା ସହିତ ସମସ୍ତଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେଇଛନ୍ତି।ଅନନ୍ତ ଜେନା କହିଛନ୍ତି କି ଆଗକୁ ଆହୁରି ମଧ୍ୟ ଲୋକ ଙ୍କ ମଙ୍ଗଳ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନୂଆ ଯୋଜନା ମାନ ପ୍ରସ୍ତୁତ କରିବେ।ନୂତନ ରେଳ ପ୍ରଚଳନ ହେବ।
ଶ୍ରୀ ମୟି କହିଛନ୍ତି କି ଆଜି ପ୍ରାୟ ସମସ୍ତେ ଆସି ଆମ ପଦ ଯାତ୍ରା ରେ ସାମିଲ ହୋଇଛନ୍ତି।ସେମାନେ ବିଜୁ ବାବୁ ଙ୍କୁ ଭଲ ପାଆନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି।
ଆଜି ଆମ ଦଳ ସଫଳ ହୋଇ ସାରିଛି।ସମସ୍ତଙ୍କ ସହଯୋଗ ନେଇ ମୁ ଆଗକୁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବି।ଲୋକ ଦୁଃଖ କଷ୍ଟ କୁ ବୁଝିବି।କେବଳ ଥରେ ଆମ ଦଳ କୁ ଜିତାଇ ଦିଅନ୍ତୁ।ଏଭଳି।କିଛି କହି ଚର୍ଚ୍ଚା କୁ ଆସି ଛନ୍ତି।
ତାଙ୍କର ଏହି ପଦ ଯାତ୍ରା ବହୁ ମାତ୍ରା ରେ ସଫଳ ହୋଇଚି।ଲୋକମାନେ ବହୁତ ଖୁସି ଅଛନ୍ତି।ନବୀନ ବାବୁ ଙ୍କ ଜୟ ଜୟ କାର ଧ୍ଵନି ରେ କଂପି ଉଠିଥିଲା ସେ ସ୍ଥାନ।ତାଙ୍କୁ ଏତେ ଭଲ ପାଇବା ଦେଖି ବହୁତ ଖୁସି ଲାଗିଲା।