ବର୍ଷା-ଅନୁଭବ ବିବାଦରେ ନୂଆ ମୋଡ଼, ଗୋଇଠା ମାରି କରୁଛନ୍ତି ବିଷ୍ଣୁ। ପ୍ରଥମେ ଶତ୍ରୁ ସଜାଇ ପରେ ଦେଉଛନ୍ତି ବନ୍ଧୁର ସ୍ଥାନ

 

ନମସ୍କାର ପାଠକ ବନ୍ଧୁ।ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି ଙ୍କ କଳି ଦିନ କୁ ଦିନ ବଢ଼ିବାରେ ଲାଗିଛି।ଉଭୟ ନିଜ ପାରିବାରିକ କଳହ କୁ ନେଇ ବେଶ୍ ଏବେ ଚର୍ଚ୍ଚା ରେ ଅଛନ୍ତି।ଅନୁଭବ ମହାନ୍ତି ନିଜ ପତ୍ନୀ ଙ୍କର ଚରିତ୍ର କୁ ନେଇ ବହୁତ ବହୁତ ଖରାପ କଥା ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରୁଛନ୍ତି।

ତାଙ୍କ କହିବା ଅନୁଯାୟୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ନାହାନ୍ତି।ତାଙ୍କ ବାହା ଘର ର ସାତ ବର୍ଷ ବିତି ଯାଇଛି।ହେଲେ ଆଜି ଯାଏଁ ବର୍ଷା ଙ୍କ ର ସେ ନିକଟତର ହୋଇ ନାହାନ୍ତି।ବର୍ଷା ଖାଲି ସମୟ ଗଡ଼ାଇ ଚାଲୁ ଥିଲେ।

ଏହି କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଚି।ଅନୁଭବ ମହାନ୍ତି ଆହୁରି ମଧ୍ୟ କହିଛନ୍ତି କି ମୁ ରାତି ସାରା ଛଟ ପଟ ହୋଇଛି।ହେଲେ ବର୍ଷା ଶୁଣନ୍ତି ନାହିଁ।ଏଭଳି।ଅନେକ କଥା ନିଜ ପତ୍ନୀ ଙ୍କ ନାମରେ କହିଥିଲେ ସାଂସଦ ଅନୁଭବ ମହାନ୍ତି।

ଏବେ ଲୋକ ଙ୍କ ଭିତରେ ପ୍ରଶ୍ନ ଉଠିଛି କି ଯଦି ଏପରି କିଛି ହୋଇ ଥିଲା ତେବେ ଅନୁଭବ ମହାନ୍ତି ସେ ସମୟ ରେ କାହାକୁ କିଛି କହୁ ନ ଥିଲେ କଣ ପାଇଁ।କଣ ପାଇଁ ସେ ଏତେ ବର୍ଷ ହେଲାଣି ଏସବୁ ସହୁ ଥିଲେ।

ଯଦି ବର୍ଷା ପ୍ରିୟଦର୍ଶିନୀ ଶା-ରୀ-ରି-କ ସଂପର୍କ ରଖି ନ ଥିଲେ ତେବେ ଡାକ୍ତର ଙ୍କୁ ଦେଖାଇବା କଥା। ନା କି ସୋସିଆଲ ମିଡିଆରେ ତାଙ୍କ ଇଜ୍ଜତ କୁ ତଳେ ପକାଇବା କଥା।

ଏ କଥା ସମସ୍ତଙ୍କ ନିକଟ ରେ କହିଦେଲେ କିଛି ବଡ କଥା ନୁହେଁ।ଲୋକେ କେବଳ ସେମାନଙ୍କ ମଜାକ ଉଡ଼ାଇବେ।ଗୋଟିଏ ୨୩ ବର୍ଷୀୟ ଯୁବକ ଙ୍କ ଭଳି ଅନୁଭବ ମହାନ୍ତି କାମ କରୁଛନ୍ତି।ନିଜ ପରିବାର କଥା କୁ ପରିବାର ଭିତରେ ସୀମିତ ରଖ।

ଏହାକୁ ଲୋକ ଙ୍କ ସମ୍ମୁଖ କୁ ଆଣି କଣ ସୁବିଧା ପାଉଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି।ଉଭୟ ଙ୍କ ସମ୍ମାନ ହାନି ହେବା ଛଡା ଆଉ କିଛି ବି ନାହିଁ।ତେଣୁ ଉଭୟ ଗୋଟିଏ ସ୍ଥାନ ରେ ବସି ଉଭୟ ଙ୍କ ପରିବାର ସମ୍ମୁଖ ରେ ଏହାର କିଛି ସମାଧାନ କରନ୍ତୁ ବୋଲି ସମସ୍ତେ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top