ରାଜ୍ୟ ଖବର

ମାଡ଼ି ଆସୁଛି ବାତ୍ୟା ସାହିନ : ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ ସୂଚନା..

ବିଭିନ୍ନ ସମୟ ରେ ବନ୍ୟା , ବାତ୍ୟା ଆସିଥାଏ । ପ୍ରକୃତି ର କରାଳ ରୂପ ଦେଖିବାକୁ ମିଳେ । ବହୁତ୍ ସମୟ ରେ ଏହା ବହୁତ କ୍ଷତି କରିଥାଏ । ଆସନ୍ତୁ ଜାଣିବା ବାତ୍ୟା ସମ୍ପର୍କିତ ଖବର ।

କିଛି ଦିନ ପୂର୍ବେ ବାତ୍ୟା ଗୁଲାବ୍ ଆସିଥିଲା । ସେଥିପାଇଁ ଆଗରୁ ସତର୍କ କରିଥିଲା ପାଣି ପାଗ ବିଭାଗ । ଏବେ ଆଉ ଗୋଟେ ବାତ୍ୟା ଆସୁଛି । ବାତ୍ୟା ର ନା ସାହିନ । ଗୁଲାବ ର ଭୟ ନ ଯାଉଣୁ ସାହିନ ଆସିବା ଖବର ଅଧିକ ଭୟଭିତ କରୁଛି । ଏହି ବାତ୍ୟା ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଆରବ ସାଗର ରେ ଘନିଭୁତ ହେବ । ଗୁଜୁରାଟ ଓ ମହାରାଷ୍ଟ୍ର ଉପକୂଳରେ ଏହା ପ୍ରଭାବିତ କରିବ ବୋଲି ପାଣିପାଗ ସୁଚନା ଦେଇଛି । ଏହାକୁ ଦୁଷ୍ଟି ରେ ରଖି ଗୁଜୁରାଟ ର 20 ଟି ସ୍ଥାନ କୁ ୟେଲୋ ୱରନିଂ ଦିଅ ଯାଇଛି । ପୂର୍ବ ବାତ୍ୟା ପାଇଁ କୋଲକାତା ରେ ପ୍ରବଳ ବର୍ଷା ହୋଇ ଜଣଙ୍କ ଘର ମଧ୍ୟ ଭୁଶୁଡି ପଡିଛି । ସେହି ଘରେ ଛୋଟ ଛୁଆ ମଧ୍ୟ ରହିଥିଲେ । ମହାରାଷ୍ଟ୍ର ,ପୁନେ ର ମଧ୍ୟ ପ୍ରବଳ ବର୍ଷା ହେଉଛି । ତେବେ ଏହି ବାତ୍ୟା ପାଇଁ ଅଧିକା ପ୍ରଭାବିତ ସ୍ଥାନ ଗୁଡିକୁ ଆଗରୁ ହି ସତର୍କ ରହିବାକୁ ହେବ। ରାସ୍ତା ରେ ସବୁ ଗଛ ଗୁଡିକି ଉପୁଡ଼ି ପଡିଛି ।

ଯିବା ଆସିବା ରେ ମଧ୍ୟ ବହୁତ ଅସୁବିଧା ହେଉଛି । ତେବେ ଏହି ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ ବ୍ୟବସ୍ଥା କରାଯାଇଛି । ପ୍ରବଳ ବର୍ଷା ହେଉଥିବାରୁ ବହୁତ ପଶୁ ମାନେ ମଧ୍ୟ ଭାସି ଯାଉଥିବା ସୂଚନା ମିଳୁଛି । ଏହି ଅସୁବିଧା ଦୂର ନ ହେଉଣୁ ଆଉ ଗୋଟେ ବାତ୍ୟା ର ଖବର ଚାରିଆଡେ଼ ଚିନ୍ତା ର କାରଣ ପାଲିଟିଛି । ଏହି ସାହିନ ବାତ୍ୟା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଉଛି ।

Leave a Reply

Your email address will not be published. Required fields are marked *