ଭାଇରାଲ ଭିଡିଓ

ବିଦ୍ୟା ଭାରତୀ ଙ୍କ ମାନସିକ ଅବସ୍ଥା ଭଲ ନାହିଁ କହିଲେ ବାପା, ପରୀକ୍ଷା କୁ ଗଲେ ମୁଁହ ଚାପି ଚାପି

ସୌମ୍ୟ ଙ୍କ ମାମଲା ରେ ଏବେ ଆଉ କିଛି କହିହେବନି, ଗତକାଲି ଠୁ ବିଦ୍ୟା ପରୀକ୍ଷା ଦେବାକୁ ବଲାଙ୍ଗୀର ଯାଉଛନ୍ତି ଆଉ କିଛି ଦିନ ସେ ପରୀକ୍ଷା ଦେବେ ତେବେ ଯେତେବେଳେ କ୍ୟାମେରା ତାଙ୍କ ଆଡ଼କୁ ପକାଯାଏ ସେ ଚୁପ୍ ଚାପ୍ ତଳକୁ ଆଖି କରି ଖସି ଯାଆନ୍ତି

ଆଜି କିଛି ସାମ୍ବାଦିକ ତାଙ୍କୁ ଅଟକେଇ ବାକୁ ଚେଷ୍ଟା କରିଥିଲେ ଆଉ ସେତେବେଳେ ତାଙ୍କ ବାପା ଆସି କହିଲେ କି ବିଦ୍ୟା ର ମାନସିକ ମନ ଭଲ ନାହିଁ, ତାକୁ ଏକା ଛାଡି ଦିଅନ୍ତୁ

ଆମ ପରିବାର କାହାର ମନ ଭଲ ନାହିଁ ଆଉ ଆମେ ୩ ମାସ ହେଲାଣି ନିଜ ର ମାନସିକ ଶାନ୍ତି ହରେଇ ଦେଇଛ ଆମକୁ ଏକା ଛାଡି ଦିଅନ୍ତୁ ଆପଣ ମାନେ

ତେବେ ଜଣେ ହତ୍ୟା ଆରୋପ ଲାଗିଥିବା ବ୍ୟକ୍ତି କିପରି ଆରାମ ସେ ପରୀକ୍ଷା ଦେଉଚି ଆଉ ଦଫା ୩୦୨ ଲାଗିଥିବା ପରେ ବି ଜଣେ ବାହାରେ ଆରାମ ସେ ବୁଲୁଛି ତାହା ଅତ୍ୟନ୍ତ ଆଶ୍ଚର୍ୟ୍ଯ ଜନକ କଥା

Leave a Reply

Your email address will not be published. Required fields are marked *