କାହାଣୀ ରେ ଅନେକ ଦେଖିବାକୁ ମିଳେ ଯେ ମୃ-ତ ବ୍ୟକ୍ତି ଜୀବନ ପାଇଛନ୍ତି । କିନ୍ତୁ ବାସ୍ତବିକ୍ ଭାବରେ ଏହା ଦେଖିବାକୁ ଗଲେ ହୁଏନାହିଁ ।
ଆଜିର ଘଟଣାରେ ମୃ-ତ ଏବଂ ଜୀବନର ବାସ୍ତବ ସତ ଉପରେ ଆଧାରିତ ଅଟେ । ଘଟଣାରେ ନଜର ଆସିଥିବା ବ୍ୟକ୍ତି ଙ୍କ ନାଁ ହେଉଛି ସୀମାଚଳ ଏବଂ ସେ ଓଡିଶା ସ୍ତିତ ଭଦ୍ରକ ଜିଲ୍ଲାର ବାସିନ୍ଦା ଅଟନ୍ତି ।
ବେଉସା ରେ ତାଙ୍କର ଛେଳି ଚରାଇବା ଅଟେ । ସବୁଦିନ ଧରି ସେଦିନ ମଧ୍ୟ ସେ ଛେଳି ଚଲାଇବାକୁ ଯାଇଥିଲେ ଏବଂ କୌଣସି କାରଣ ବଶତଃ ସେ ଜଙ୍ଗଲରେ ମୃଛା ହୋଇଗଲେ ।
ଛେଳି ଫେରି ଆସିଲେ ମାତ୍ର ସିମାଚଳ ଫେରିଲେ ନାହିଁ । ଗାଁ ଲୋକେ ତାଙ୍କୁ ଜଙ୍ଗଲରେ ପାଇ ଘରକୁ ଆଣିଲେ ଏବଂ ସେଠାରେ ଗ୍ରାମବାସୀ ଏବଂ ବଇଦ ତାଙ୍କୁ ମୃତ ଘୋଷଣା କଲେ ।
ଶେଷରେ ତାଙ୍କର ଅନ୍ତିମ କ୍ରିୟା ପାଇଁ କାର୍ଯ୍ୟ ଆରମ୍ଭ ହେଲା ଏବଂ ଶେଷରେ ତାଙ୍କର ମୁଖାଗ୍ନି ସମୟରେ ଚମତ୍କାର ହେଲା । ହଠାତ୍ ସେ ଉଠି ବସିଲେ ଜୁଇ ରୁ ଏବଂ ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇଥିଲେ ଏବଂ ଏଣେ ତେଣେ ପଳାଇଲେ ।
ଏହାପରେ ଘରଲୋକ ଙ୍କୁ ବିଶ୍ୱାସ ହୋଇସାରିଥିଲା ସେ ଜୀବିତ ଅଟନ୍ତି ବୋଲି ଏବଂ ତାଙ୍କୁ ସେ ଘରକୁ ଫେରାଇ ନେଇଥିଲେ ।
ଦେଖନ୍ତୁ ଏହି ଭିଡିଓ –