ଭାଇରାଲ ଭିଡିଓ

Devotional – ଆଳତି ବେଳେ ଜୀବନ୍ତ ହେଲେ ମହାକାଳୀ ଦେଖନ୍ତୁ Viral-video

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ସେଥି ମଧ୍ୟରୁ ଆଜିର ଭିଡିଓ ଟିଏ । ସବୁବେଳେ ଭଗବାନ ଙ୍କ ସ୍ୱରୂପ କୁ ନେଇ ସନ୍ଦେହ କରାଯାଏ

ମାତ୍ର ଆଜିର ଭିଡ଼ିଓରେ ଏମିତି ଏକ ଦୃଶ୍ୟ ସମ୍ନାକୁ ଆସିଛି ଯାହାକୁ ଦେଖିବା ମାନେ ଆପଣ ବାଧ୍ୟ ହେବେ ଇଶ୍ୱରିୟ ଶକ୍ତି କୁ ବିଶ୍ୱାସ କରିବା ପାଇଁ ।

ହିନ୍ଦୁ ଧର୍ମରେ ମୂର୍ତ୍ତି ଏବଂ ଭଗବାନ ଙ୍କ ସମସ୍ତ ପ୍ରତିମା ରେ ଭଗବାନ ବାସ କରନ୍ତି ବୋଲି ଧାରଣା ହୋଇଥାଏ କିନ୍ତୁ କେହି ମଧ୍ୟ ଭଗବାନ ଙ୍କ ପ୍ରତିମା ଙ୍କ ମଧ୍ୟରେ ଭଗବାନ ଙ୍କୁ ଦେଖି ପାରିନଥାନ୍ତି ।

ମାତ୍ର ଆଜିର ଭିଡିଓ ରେ ସ୍ଵୟଂ ମା କାଳୀ ଙ୍କୁ ତାଙ୍କ ପ୍ରତିମା ଭିତରେ ଦେଖା ଯାଇଛି । ବ୍ୟକ୍ତି ଜଣଙ୍କ ମା କାଳୀ ଙ୍କ ପ୍ରତିମା ଆଗରେ ଦର୍ଶନ କରୁଥିବା ବେଳେ ତାଙ୍କ ମୋବାଇଲ ରେ ତାଙ୍କ ଭିଡିଓ କରିଥିଲେ ଏବଂ ଦର୍ଶନ କରି ଘରକୁ ଫେରିଥିଲେ ।

କିନ୍ତୁ ଘରକୁ ଆସି ଭିଡିଓ ଦେଖିଲେ ତ ତାଙ୍କ ଆଖିରେ ବିଶ୍ୱାସ ହେଲାନାହିଁ । ଭିଡିଓ ରେ ସ୍ପଷ୍ଟ ଜଣାପଡିଛି ଯେ ବ୍ୟକ୍ତି ଜଣଙ୍କ ଜୁଆଡେ ଯାଇଛନ୍ତି ମା କାଳୀଙ୍କ ଦୃଷ୍ଟି ତାଙ୍କ ଉପରେ ରହିଛି ।

ବ୍ୟକ୍ତି ଜଣଙ୍କ ଏହାକୁ ଦେଖିବା ପରେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଧୀରେ ଧୀରେ ଭାଇରାଲ ହେବାର ଲାଗିଛି । କୋଟି କୋଟି ହିନ୍ଦୁ ଭକ୍ତ ଙ୍କ ମନରେ ମା କାଳୀଙ୍କ ପ୍ରତି ଅଗାଢ଼ ଭଲପାଇବା ସୃଷ୍ଟି ହୋଇଛି ।

ଦେଖନ୍ତୁ ଏହି ଭିଡ଼ିଓ ଏବଂ କମେଣ୍ଟ ରେ ନିଷ୍ଟିନ୍ତ୍ ଲେଖନ୍ତୁ ଜୟ ମା କାଳୀ । ଧନ୍ୟବାଦ୍

Leave a Reply

Your email address will not be published. Required fields are marked *