ରାଜ୍ୟ ଖବର

ଭାଗ୍ୟ ହେବ ତ ଏମିତି,୯ ସ୍ତ୍ରୀ ସହ ରାତିରେ ଉପଭୋଗ କରନ୍ତି ଏହି ଯୁବକ

 

ନମସ୍କାର ପାଠକ ବନ୍ଧୁ।ପୃଥିବୀ ରେ ଏପରି କିଛି ରହସ୍ୟ ମୟ ଜିନିଷ ଅଛି ଯାହା ବିଷୟ ରେ ଆପଣ ମାନେ କେବେ ବି ଜାଣି ନ ଥିବେ।ଭାରତ ରେ ପୁରୁଷ ଙ୍କୁ କେବଳ ଗୋଟିଏ ବିବାହ କରିବାକୁ ଅନୁମତି ଦିଆ ଯାଇ ଥାଏ।

କିନ୍ତୁ ଆମ ପୃଥିବୀ ରେ ଏପରି କିଛି ଲୋକ ଅଛନ୍ତି ଯାହା ଙ୍କ ର ବିବାହ କରିବା ଏକ ସଉକ।ନିଜ ସଉକ ପାଇଁ ସେମାନେ ଅନେକ ମହିଳା ଙ୍କୁ ବିବାହ କରିଛନ୍ତି।ଆମେ ଆଜି ଆପଣ ମାନଙ୍କୁ ବ୍ରାଜିଲ ର ଜଣେ ମଡେଲ ଙ୍କ ବିଷୟ ରେ କହିବାକୁ ଯାଉଛୁ।ତାଙ୍କ ନାମ ହେଉଛି ଆର୍ଥର ଲୁସେର।

ସେଇ ଗୋଟିଏ ନୁହେଁ ୯ ଜଣ ମହିଳା ଙ୍କୁ ବିବାହ କରିଛନ୍ତି।ତାଙ୍କ ପାଇଁ ବିବାହ ଗୋଟିଏ ସଉକ।ସେ ଆଗକୁ ଆହୁରି ଜଣକୁ ବିବାହ କରିବେ ବୋଲି ମଧ୍ୟ କହିଛନ୍ତି।ସେ ନିଜ ସମସ୍ତ ପତ୍ନୀ ଙ୍କୁ ସମାନ ପରିମାଣ ରେ ଭଲ ପାଆନ୍ତି।

ସେମାନଙ୍କର ବହୁତ ଯତ୍ନ ନିଅନ୍ତି।ତାଙ୍କ କୌଣସି ପତ୍ନୀ କେବେ ତାଙ୍କ ବିରୋଧ ରେ କିଛି ବି ଅଭିଯୋଗ କରି ନାହାନ୍ତି।ଏବେ ତାଙ୍କର ଗୋଟିଏ ଝିଅ ଟିଏ ଅଛି।ସେ ଚାହୁଁଛନ୍ତି କି ତାଙ୍କର ୧୦ ଜଣ ପତ୍ନୀ ହୁଅନ୍ତୁ।ଓ ସମସ୍ତ ର ଗୋଟିଏ ଗୋଟିଏ ସନ୍ତାନ ହେଉ।ସେ କେଉଁ ପତ୍ନୀ ଙ୍କ ପ୍ରତି ଖରାପ ବ୍ୟବହାର ନ କରନ୍ତୁ।

ଏହି ମଡେଲ ଜଣକ ର ଏଭଳି କାମ ପାଇଁ ସମସ୍ତେ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କିନ୍ତୁ ଆପଣ ଏହି କଥା କୁ ମିଛ ଭାବୁ ଥାଇ ପାରନ୍ତି।କିନ୍ତୁ ଏହା ସତ।ଲୁଥେର ଆଗକୁ ଆଉ ଜଣକୁ ବିବାହ କରିବାକୁ ଯାଉଛନ୍ତି।ହେଲେ ଏବେ ତାଙ୍କ ପରିବାର ରେ ଏକ ସମସ୍ୟା ସୃଷ୍ଟି ହୋଇଛି।

ତାଙ୍କର ପ୍ରଥମ ପତ୍ନୀ ଆଉ ଲୁଥିର ଙ୍କ ସହିତ ରହିବା ପାଇଁ ଚାହୁଁ ନାହାନ୍ତି।ତାଙ୍କର କହିବା କଥା ହେଉଛି ସେ ଏକକ ବିବାହ କୁ ଝୁରୁଛନ୍ତି।ସେ ଏକୁଟିଆ କେବଳ ଲୁଥେର ଙ୍କ ସହିତ ରହିବାକୁ ଚାହୁଁ ଛନ୍ତି।ଯାହାକି କେବେ ସମ୍ଭବ ନୁହେଁ।

ସେଥିପାଇଁ ସେ ଛାଡ ପତ୍ର ନେବାକୁ ଚାହୁଁଛନ୍ତି। ଏବଂ ଅନ୍ୟ ସ୍ଥାନ ରେ ବିବାହ କରିବା ପାଇଁ ଚାହୁଁଛନ୍ତି।ତାଙ୍କର ଏହି କଥା ରେ ଲୁଥେର ଙ୍କୁ ବହୁତ କଷ୍ଟ ଦେଇଛି।ସେ କେବେ ବି ଭାବି ନ ଥିଲେ ତାଙ୍କ ପ୍ରଥମ ପତ୍ନୀ ଆଥିଆ ଏଭଳି କଥା କହିବେ ବୋଲି।

Leave a Reply

Your email address will not be published. Required fields are marked *