Special Report

ଭକ୍ତର ଦୁଃଖକୁ ସହି ପାରିଲେନି ଭଗବାନ୍।ହଜିଥିଲା ସୁନା ଚେନ୍, ଶେଷରେ ଖୋଜିଦେଲେ ବାବା ଆଖଣ୍ଡଳମଣି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମାଟେ ତ ଭଗବାନଙ୍କୁ ବିଶ୍ବାସ କରୁଥିବେ । ଆଉ ଭଗବାନଙ୍କ ମହିମା ବିଷୟରେ ବି ଅନେକ କଥା ଶୁଣିଥିବେ । ଏବେ ଭଗବାନଙ୍କ ମହିମା ବିଷୟରେ ଏକ ଖବର ଆସିଛି ଯାହା ଦେଖିଲେ ଆପଣ ବି କହିବେ

ଏହି କଳିଯୁଗରେ ଆଜିବି ଭଗବାନ ଅଛନ୍ତି । ବାବା ଆଖଣ୍ଡଳମଣୀ ତାଙ୍କର କରିସ୍ମା ଦେଖାଇଲେ । ଭକ୍ତଙ୍କ ଡାକ ଶୁଣିଲେ ବାବା ଆଖଣ୍ଡଳମଣି । ଆରଡ଼ିରେ ପୂଜା ପାଉଥିବା ବାବା ଆଖଣ୍ଡଳମଣି ତାଙ୍କର ମହିମା ଦେଖାଇଲେ ।

ପ୍ରଭୁ ଆଖଣ୍ଡଳମଣିଙ୍କ ମହିମା ଅପର । ପ୍ରତ୍ୟେକ୍ଷ ଦେବତା ହେଉଛନ୍ତି ବାବା ଆଖଣ୍ଡଳମଣି । ଏହି ଧରାପୃଷ୍ଠରେ ବିରାଜମାନ ଅଛନ୍ତି ପ୍ରଭୁ । ସେ ହେଉଛନ୍ତି ସର୍ବେସର୍ବା । ସେ ସବୁକିଛି ଜାଣିଛନ୍ତି । ବାବା ଆଖଣ୍ଡଳମଣି ମଲା ମଣିଷକୁ ଜୀବନ ଦେଉଛନ୍ତି ।

କଟା ମୁଣ୍ଡକୁ ଯୋଡ଼ି ଦେଉଛନ୍ତି ଭଗବାନ । ସବୁ ଅସମ୍ଭବକୁ ସମ୍ଭବ କରୁଛନ୍ତି ପ୍ରଭୁ । ଜଣେ ମହିଳା ଭକ୍ତ ପ୍ରଭୁ ଆଖଣ୍ଡଳମଣିଙ୍କ ବିଷୟରେ ଏଭଳି ସବୁ କହିଛନ୍ତି । ସେ ଏହିସବୁ କଥା କହିବା ସମ୍ୟୟରେ ତାଙ୍କ ଆଖିରୁ ଲୁହ ଝରି ଆସିଛି ।

ଏହି ମହିଳା ଜଣକ ଏଭଳି କିଛି ହୋଇଛି ଯାହା ଶୁଣିଲେ ଆପଣ ବି ଭଗବାନଙ୍କୁ ଏବଂ ତାଙ୍କର ମହିମାକୁ ବିଶ୍ବାସ କରିବେ । ସତରେ ଏ ଦୁନିଆରେ ମଧ୍ୟ ପ୍ରଭୁ ଅଛନ୍ତି ଯାହା ଏହି ଘଟଣା ସ୍ପଷ୍ଟ ବୟାନ କରୁଛି । ଶ୍ରଦ୍ଧାଳୁଙ୍କ ସୁନା ଚେନ ମନ୍ଦିର ବେଢ଼ାରେ ହଜି ଯାଇଥିଲା ।

ସେବାୟତ ଆଉ ପ୍ରଶାସନଙ୍କ ସହାୟତାରେ ବାବା ଆଖଣ୍ଡଳମଣିଙ୍କ ପରିସରରେ ହଜି ଯାଇଥିବା ସୁନା ଚେନ ଖୋଜି ପାଇଲେ ଶ୍ରଦ୍ଧାଳୁ । ଏହି ମନ୍ଦିର ଭଦ୍ରକ ଜିଲ୍ଲାରେ ଅବସ୍ଥିତ । ନୂଆବର୍ଷ ପାଇଁ ଏଠାକୁ ଅନେକ ଲୋକ ଆସିଥାନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ପିତାମ୍ବର ଷଡ଼ଙ୍ଗୀ ଏବଂ ସ୍ତ୍ରୀ ଦମୟନ୍ତୀ ଷଡ଼ଙ୍ଗୀ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ଫେରିବା ବେଳକୁ ସେ ବେକରେ ପିନ୍ଧିଥିବା ସୁନା ଚେନ ପାଇ ନଥିଲେ । ବହୁତ ଖୋଜିବା ପରେ ମଧ୍ୟ ସୁନା ଚେନ୍ ପାଇନଥିଲେ ।

ଏହାପରେ ଦମୟନ୍ତୀ ଭଗବାନଙ୍କୁ ଡାକିଥିଲେ ଆଉ ଘରକୁ ଯାଇଥିଲେ । ଘରେ ନ ପହଞ୍ଚିବା ପୂର୍ବରୁ ତାଙ୍କୁ ଖୁସି ଖବର ମିଳିଥିଲା ।ଭଗବାନ ତାଙ୍କ ମହିମା ଦେଖାଇଥିଲେ । ଆଉ ସୁନା ଚେନ ସେ ପାଇ ଯାଇଥିଲେ । ଏବେ ସୁନା ଚେନ ତାଙ୍କୁ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *