Special Report

ସ୍ୱାମୀ ଘରେ ନଥିଲା ବେଳେ ପଡ଼ିଶା ଘର ଦିଅର ଆସି କରିଦେଲା ଖେଳ,ଆଉ ତା ପରେ…

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ତେବେ ବନ୍ଧୁଗଣ ଆଜିର ଦିନରେ ଆମ ସମାଜରେ ପ୍ରେମକୁ ନେଇ ଲ-ଜ୍ୟା ଜନକ ପରିସ୍ଥିତି ସବୁ ସାମ୍ନାକୁ ଆସୁଛି। ଏପରିକି ସାମାଜିକ ପରମ୍ପରା ଓ ପ୍ରତିଷ୍ଠାକୁ ମଧ୍ୟ ଭୁଲି ଯାଉଛନ୍ତି।

ମଣିଷ ନିଜ ନିଜ ସମ୍ପର୍କ ଭିତରେ ଥିବା ସୀମାକୁ ଭୁଲି ଏମିତି ଆମାନୁଷିକ କାର୍ଯ୍ୟ କରି ଯାଉଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ। ତେବେ ମଣିଷ ନିଜର କାମନା ଲାଳସାକୁ ପୂରଣ କରିବାକୁ ଯାଇ ନିଜ ସମ୍ପର୍କକୁ ମଧ୍ୟ ଭୁଲି ଯାଉଛି ।

କୁହାଯାଏ ଦିଅର ଭାଉଜ ଦୁହିଁଙ୍କ ସମ୍ପର୍କ ମା ପୁଅ ଭଳିଆ ହୋଇଥାଏ। କିନ୍ତୁ କେତେକ ନୀଚ ମାନସିକତା ଓ ବ୍ୟକ୍ତିତ୍ଵ ଥିବା ଲୋକ ଅଛନ୍ତି ଯେଉଁମାନେ ଏହି ସମ୍ପର୍କକୁ କଳଙ୍କିତ କରୁଛନ୍ତି।

ସେମାନଙ୍କ ପାଇଁ ଏବେ ଭାଉଜ ଓ ଦିଅରର ସମ୍ପର୍କ ବଦନାମ ହୋଇଗଲାଣି।ଏବେ ସେମିତି ଏକ ଲ-ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଅରକୁ ଭାଉଜ ପ୍ରେମ ଲାଗୁଥିଲା ଭାରି ମିଠା। ଆଉ ଭାଉଜକୁ ପ୍ରେମ କରୁ କରୁ ଫସିଗଲା ଦିଅର।

ସବୁଦିନ ଦିଅର ଭାଉଜ ପାଖକୁ ଯାଏ ଆଉ ତାହା ସହ ଅ-ନୈ-ତି-କ ସମ୍ପର୍କ ରଖେ। ଏହାସହ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲା। ପ୍ରତ୍ୟେକ ଦିନ ଭାଉଜ ସହ ରୋ-ମା-ନ୍ସ କରିବା ସହିତ ନେଉଥିଲା ଭାଉଜ ଠାରୁ ଦେହସୁଖ।

ଆଉ ଭାଉଜ ଜଣକ ଦେହ ସୁଖ ନେବା ପାଇଁ ନିଜ ଛୁଆକୁ ପଠେଇ ଦେଉଥିଲା ଦୋକାନ। ଆଉ ଉଭୟଙ୍କ କାମ ସରିଗଲା ପରେ ଦିଅର ଟୋକାକୁ ଭାଉଜ ମାଗିଥିଲେ ଟଙ୍କା।

https://youtu.be/JLeCh4do394?si=uTa0Pf_dQJOfp6Bn

ଏବଂ ଦିଅରକୁ କହିଥିଲେ ପାଖରେ ଟଙ୍କା ନାହିଁ ଯଦି ଫୋନ୍ ପେ କରିବା ପାଇଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟିର ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓକୁ ଲୋକମାନେ ଦେଖି ଖୁବ୍ ନିନ୍ଦା କରୁଛନ୍ତି।

Leave a Reply

Your email address will not be published. Required fields are marked *