Special Report

ବିଚ ରାସ୍ତାରେ ଉଲଗ୍ନ ହୋଇ ଆସିଲା ଝିଅ, ନଗ୍ନ ଦେହକୁ ଦେଖି ମାଆ କରିଦେଲା ଏପରି କାମ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ସମୟରେ ସବୁ ପ୍ରକାରର ଖବର ପାଇପାରିବେ ।

ଏଭଳି କିଛି ଖବର ଏବେ ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏଭଳି କିଛି ଖବର ଏବେ ଦେଖିବାକୁ ମିଳୁଛି ଯାହା ଆପଣ ବି ଦେଖିଲେ ମନରେ ଅନେକ କଥା ଭାବିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପାରିବେ । ଏବେ ଏହି ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ ।

ଏହି ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା । ରାସ୍ତାରେ ମାଆ ଆଉ ଝିଅ ଉଲଗ୍ନ ଅବସ୍ଥାରେ ବୁଲୁଥିବାର ନଜର ଆସିଛନ୍ତି । ପାଖାପାଖି ଗୋଟେ କିଲୋମିଟର ଏହି ମାଆ ଆଉ ଝିଅ ଉଲଗ୍ନ ଅବସ୍ଥାରେ ଚାଲୁଥିଲେ । ତାଙ୍କୁ କେହି ବ୍ୟକ୍ତି ବି ମଇଳା କନା କି କୌଣସି ପ୍ରକାରର ସାହାଯ୍ୟ କରିଲେ ନାହିଁ ।

ଓଲଟା ସେଠାକାର ଲୋକମାନେ ତାଙ୍କର ଫଟୋ ଉଠାଉଥିଲେ । ଆଜିକାଲି ଦୁନିଆରେ ମାନବିକତା ମରି ଯାଇଛି । ସମାଜକୁ ଏହି ଖବର ଏବେ ଦୋହଲାଇ ଦେଇଛି । ସମାଜରେ ଏଭଳି ଘଟଣା ସବୁ ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଆଉ ଲଜ୍ୟାଜନକ ଅଟେ ।

ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କ ଭିତରେ ମାନବିକତା ନାହିଁ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାର ରାଜରାସ୍ତାରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହି ଦୁଇ ମହିଳା ଚାଲିଥିଲେ ।

ଆଉ ଏହି ଦୁଇ ମହିଳା କ୍ଲାନ୍ତ ଆଉ ଅନେକ ଚିନ୍ତାରେ ଥିଲେ । ସମସ୍ତେ ତାଙ୍କୁ ଦେଖୁଥିଲେ କିନ୍ତୁ ସାହାଯ୍ୟ କରୁନଥିଲେ । ମାନବିକତା ଥିବା ଜଣେ ମହିଳା ଏହି ଦୁଇ ମହିଳାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଏହି ମହିଳା ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିଧାୟିକା କୁସୁମ ଟେଟେ ।

ଏହି ଦୃଶ୍ୟ ସେ ଦେଖିବା ପରେ ଏହି ଦୁଇ ମହିଳାଙ୍କୁ ତାଙ୍କ ଗାଡ଼ିରେ ଥିବା ଉତ୍ତରୀୟ ଦେଇଥିଲେ । ଆଉ ତାଙ୍କୁ ପୋଲିସ ହିପାଜତରେ ଦେଇଥିଲେ । ଏହି ଦୁଇଜଣ ମହିଳାଙ୍କର କଣ ହୋଇଛି ପଚାରିବାରୁ ସେ କହି ନଥିଲେ ।

ଲୋକମାନେ ଏଭଳି ଦୃଶ୍ୟ ଦେଖିଲେ ତାଙ୍କୁ କପଡ଼ା ଦେଇ ସାହାଯ୍ୟ କରନ୍ତୁ । ମାନବିକତା ଗୁଣ ଦେଖାନ୍ତୁ । ଜଣଙ୍କର ବୟସ ୩୬ ବର୍ଷ ଆଉ ଜଣଙ୍କର ବୟସ ୪୫ ବର୍ଷ । ଜଣେ ଯୁବକ ତାଙ୍କ ସହ ଦୁ-ଷ୍କ-ର୍ମ କରି ଏଭଳି କରିଛି ବୋଲି ଏହି ଦୁଇଜଣ ମହିଳା କହିଛନ୍ତି । ଏବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *