ନିଜ ଝିଅକୁ ନେଇ ପାଣିକୁ ଡେଇଁ ପଡ଼ିଲା ସଇତାନ ବାପା,ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହି ଭିଡିଓ ରେ ଅନେକ ଲୋକ ପୋଲ ଉପରେ ଛିଡ଼ା ହୋଇ ଥିବାର ନଜର ଆସିଥିଲେ।

ଆଜ୍ଞା ହଁ ଏହାର କାରଣ ହେଉଛି ବାପା ଚନ୍ଦନ ତାଙ୍କର କୁନି ଝିଅ କୁ ଧରି ନଦୀ ମଧ୍ୟକୁ ଡେଇଁ ପଡିଛନ୍ତି। ହେଲେ ଚନ୍ଦନ ଏଭଳି କଣ ପାଇଁ କରିଲେ ତାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଚନ୍ଦନ ତାଙ୍କର ବଡ଼ ଭଉଣୀଙ୍କ ସହ ମଧ୍ୟ କଥା ହୋଇଥିଲେ। ଆଉ ସେହି ଫୋନ ରେ ହିଁ ସେ ତାଙ୍କର ଝିଅକୁ ନେଇ ଆ-ତ୍ମ-ହ-ତ୍ୟା କରିବେ ବୋଲି ମଧ୍ୟ କହିଥିଲେ।

ସେ ତାଙ୍କ ଭଉଣୀଙ୍କୁ କହିଥିଲେ କି ସେ ତାଙ୍କର ଝିଅକୁ ନେଇ ଚାଲି ଆସିଛନ୍ତି। ଆଉ ସେ ବଞ୍ଚିବେ ନାହିଁ ଝିଅକୁ ନେଇ ନଦୀକୁ ଡେଇଁ ପଡ଼ିବେ ବୋଲି ମଧ୍ୟ କହିଥିଲେ। ତାଙ୍କ ଭଉଣୀ ତାଙ୍କୁ ପାଟି କରିଥିଲେ କହିଥିଲେ କି ସେ ଏଭଳି କଥା କଣ ପାଇଁ କହିଛନ୍ତି।

ହେଲେ ଚନ୍ଦନ ବାରମ୍ବାର ଗୋଟେ କଥା କହିଥିଲେ କି ସେ ଆଉ ଆଦୌ ବଞ୍ଚିବାକୁ ଚାହୁଁ ନାହାଁନ୍ତି ବୋଲି। ତାଙ୍କ ବଡ଼ ଭଉଣୀ ମଧ୍ୟ ତାଙ୍କୁ ଏଭଳି କରିବାକୁ ବାରଣ କରି କହିଥିଲେ କି ଏଭଳି ଭୁଲ୍ ନକରନ୍ତୁ କି ସେ ପିଲାଟିର ଜୀବନକୁ ମଧ୍ଯ ନଷ୍ଟ ନକରନ୍ତୁ।

ଆଉ ଚନ୍ଦନ କହିଥିଲେ କି କେହି ଜାଣି ପାରିବେ ନାହିଁ କାରଣ ସେ ନିଜର ଛୁଆ କୁ ନେଇ ପଳେଇ ଆସିଛନ୍ତି। ଚନ୍ଦନ କହିଥିଲେ କି ସେ ଭାବି ନେଇଛନ୍ତି ମାନେ ସେ ଆଉ ବଞ୍ଚିବେନି।

କହିଥିଲେ କି ସେ ବହୁତ ଦୂର ଚାଲି ଆସିଛନ୍ତି ଆଉ ସେ ମଧ୍ୟ ବାଞ୍ଚିବେ ନାହିଁ। ଗୋଟେ ମାସ ପୁର୍ବରୁ ହିଁ ଚନ୍ଦନ ଙ୍କ ସ୍ତ୍ରୀ ତାଙ୍କୁ ଛାଡି ଆରପାରି କୁ ଚାଲି ଯାଇଥିଲେ। ତାଙ୍କ ସ୍ତ୍ରୀ ଗଲାପରେ ଚନ୍ଦନ ନିଜକୁ ଖୁବ୍ ଏକା ଅନୁଭବ କରୁଥିଲେ।

ନିଜ ଝିଅକୁ ନେଇ ସେ ଖୁବ୍ ଚିନ୍ତା ରେ ମଧ୍ଯ ରହୁଥିଲେ। ଆଉ ସେହି ଚିନ୍ତା ମଧ୍ୟରେ ଚନ୍ଦନ ଏକ ଏତେ ବଡ ନିଷ୍ପତ୍ତି ନେଇଯିବେ ତାହା କେହି କେବେ ହେଲେ ମଧ୍ୟ ଭାବି ପାରି ନଥିଲେ।

Leave a Comment

Your email address will not be published. Required fields are marked *

Scroll to Top