ଭାଇରାଲ ଭିଡିଓ

ଭାଇ ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ ଭଉଣୀ ମଥାରେ ସିନ୍ଦୂର ଦେଲା ଭାଇ ଦେଖନ୍ତୁ ଦୃଶ୍ୟ ସେହି ସମୟର – Viral video

ଭାଇ ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ଭାଇ ଭଉଣୀ କୁ ସବୁବେଳେ ଭଲ ପାଇଥାଏ ତାର ସୁରକ୍ଷା ନେବାର ପ୍ରତିଶୃତି ଦେଇଥାଏ । ସେହି ପାଇଁ ହିଁ ପାଳନ ଗୁଏ । ଭଉଣୀ ଭାଇ ହାତରେ ରାକ୍ଷୀ ପିନ୍ଧାଇ ଥାଏ। ସାରା ଜୀବନ ସୁରକ୍ଷା ଦେବାପାଇଁ ।

ତେବେ ଆଜି ସେହି ହାତରେ ରାକ୍ଷୀ ବନ୍ଧୁଥିବା ଭାଇ ସେହି ହାତରେ ଭଉଣୀ ମଥାରେ ପିନ୍ଧାଇ ଦେଇଛି ସିନ୍ଦୂର । ଭଉଣୀ ମଧ୍ୟ ମାନି ନେଇଛି ଏହି ସମ୍ପର୍କ। ଭାଇ ଭଉଣୀ ଙ୍କ ଏପରି ବାହାଘର ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓ ଦେଖି ସମସ୍ତେ ଭାଇ ଭଉଣୀ ଙ୍କୁ ନିନ୍ଦା କରିବା ସହ ତାଙ୍କୁ କଠୋର ଶାସ୍ତି ଦେବା ପାଇଁ ଦାବି କରିଛନ୍ତି । ସେହି ଭାଇ ଭଉଣୀ ପାଇଁ ସମସ୍ତ ଭାଇ ଭଉଣୀ ସଂପର୍କ ରେ ଲାଗିଛି କଳଙ୍କ ।

ତେବେ ଏହି କ୍ଷେତ୍ରରେ କେବଳ ଲୋକେ ନୁହେଁ ବିଜ୍ଞାନ ମଧ୍ୟ ସ୍ପଷ୍ଟ କରିଛି ନିଜ ସମ୍ପର୍କୀୟ ରେ ବିବାହ କଲେ ଏକ ରୋଗ ହୋଇଥାଏ ଯାହାଦ୍ଵାରା ଜନ୍ମିତ ସନ୍ତାନ ସବୁଦିନ ପାଇଁ ବିକଳାଙ୍ଗ ମଧ୍ୟ ହୋଇଯାଏ …

ଏପରି ଭାଇ ଭଉଣୀ ଙ୍କୁ ଆପଣ କଣ କହିବେ ? ତାଙ୍କୁ କି ଶାସ୍ତି ମିଳିବା ଦରକାର କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *