ଭାଇରାଲ ଭିଡିଓ

ଦିଦୀ ପଢ଼ାଇଲେ ଏମିତି ପାଠ ରାତା ରାତି ଭିଡିଓ ହୋଇଗଲା ଭାଇରାଲ୍ ଦେଖନ୍ତୁ ଦିଦି ଙ୍କ ପାଠ ପଢା – viral video

ଶିକ୍ଷକ ଚାକିରୀ ପାଇବା ପାଇଁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି । ବର୍ତ୍ତମାନ ସମୟରେ ଶିକ୍ଷକ ପଦବୀ ପାଇବା ପାଇଁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ଶିକ୍ଷକ ପଦବୀ ରେ ଆଜି ଏମିତି ଜଣେ ଶିକ୍ଷକ ସାମ୍ନାକୁ ଆସିଛନ୍ତି ଯିଏ କି ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ନୁହନ୍ତି ।

ଶିକ୍ଷକ ହେବା ପାଇଁ ପ୍ରଥମେ ନିଜକୁ ଶିକ୍ଷିତ କରିବାକୁ ପଡ଼ିଥାଏ । କାରଣ ଜଣେ ଶିକ୍ଷକ ଙ୍କ ଦ୍ଵାରା ଶହ ଶହ ଛାତ୍ର ଛାତ୍ରୀ ଙ୍କ ଜୀବନ ନିର୍ବାହ ହୋଇଥାଏ । ଯଦି ଶିକ୍ଷକ ହିଁ ଶିକ୍ଷିତ ହୋଇ ନଥିବେ ତେବେ ସମସ୍ତଙ୍କ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ ।

ଭାଇରାଲ୍ ଭିଡ଼ିଓରେ ଆସିଥିବା ମହିଳା ଶିକ୍ଷୟତ୍ରୀ ଜଣଙ୍କ ଶିକ୍ଷକତା ଅଭିଜ୍ଞତା ରେ ଖୁବ୍ କମ । ପିଲା ମାନଙ୍କୁ ପାଠ ପଢ଼ାଇ ପାରୁ ନାହାନ୍ତି କିଛି ଶବ୍ଦ ମଧ୍ୟ ବ୍ଲାକ ବୋର୍ଡ ରେ ଠିକ୍ ଭାବେ ଲେଖି ପାରୁ ନାହାନ୍ତି ।

ତେବେ ଏମିତି ଶିକ୍ଷକଙ୍କ ଶିକ୍ଷାଦାନ ପିଲା ମାନଙ୍କ ଉପରେ କେତେ ସଠିକ୍ ପ୍ରଭାବ ପକାଇଛି ତାହା ଆପଣ ନିଜେ ଚିନ୍ତା କରନ୍ତୁ । ଏବଂ ଏହି ସମ୍ପର୍କରେ ମତାମତ ଆମକୁ କମେଣ୍ଟ କରନ୍ତୁ ଧନ୍ୟବାଦ୍ – ଦେଖନ୍ତୁ ଏହି ଭିଡିଓ

Leave a Reply

Your email address will not be published. Required fields are marked *