ରାଜ୍ୟ ଖବର

Sumit-tapswini ଙ୍କ ମଧ୍ୟରେ କାହିଁକି ପସୁଛନ୍ତି ଶଶୁର Pramod sahu ନାହିଁ କି ସୁମିତ ଙ୍କର ନିସ୍ପତି ନେବାର ନିଜସ୍ୱ ଅଧିକାର

ବହୁତ୍ ଚର୍ଚ୍ଚିତ ତପସ୍ୱିନୀ ମାମଲାରେ ବର୍ତ୍ତମାନ୍ ଭାରତ ବାହାରେ ମଧ୍ୟ ତାଙ୍କ ପାଇଁ ସ୍ଵର୍ ଉଠୁଛି । ବର୍ତ୍ତମାନ ସମସ୍ତେ ଙ୍କ ଓଠରେ ଗୋଟିଏ ସ୍ୱର ତପସ୍ୱିନୀ ଙ୍କୁ ନ୍ୟାୟ ଦିଅ । ତେବେ ଏହି କ୍ଷେତ୍ରରେ ତପସ୍ୱିନୀ ଧାରଣା ଜାରି ରଖିଛନ୍ତି ।

ତପସ୍ଵିନୀ ଙ୍କୁ ଶଶୁର ଗ୍ରହଣ କରିବାକୁ ରାଜି ନୁହଁନ୍ତି ବୋଲି କହିଛନ୍ତି ଜଣେ ଅଜଣା ବ୍ୟକ୍ତି । ତପସ୍ଵିନୀ ଙ୍କ ବାପା ଙ୍କୁ ଏକ ଅଜଣା ଲୋକ ଫୋନ୍ କରିଥିବାବେଳେ ତପସ୍ୱିନୀ ଙ୍କୁ ସୁମିତ ଏବଂ ତାଙ୍କ ଘର ଲୋକ ରଖିବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ ।

ଏବଂ ଯାହା ହେଇଯାଉ ତାଙ୍କର କଣ ଦରକାର କହିବପାଇଁ କହିଥିଲେ । କିନ୍ତୁ ସୁମିତ ଙ୍କ ବାପା ସଫା ସଫା ମନା କରିଦେଇଥିଲେ । ଏବଂ ସେହି ବ୍ୟକ୍ତି କହିଥିଲେ ସୁମିତ ଯାହା କିଛି ଚାହୁଁଛନ୍ତି ତାଙ୍କ ଘର ଲୋକ ଅରାଜି ଅଛନ୍ତି ।

ତେବେ ଏହି କ୍ଷେତ୍ରରେ ପ୍ରଶ୍ନ ଉଠୁଛି ସୁମିତ ହେଉଛନ୍ତି ଜଣେ ଡାକ୍ତର ଏବଂ ବୟସ ହିସାବରେ ସେ ଯୁକ୍ତି ଯୁକ୍ତ ନିଷ୍ପତି ନେବାର ଅଧିକାର ତାଙ୍କର ଅଛି । ଏହି ଅଧିକାର ତାଙ୍କଠୁ ଛଡାଇ ନେଉନାହାନ୍ତି ତ ବାପା ପ୍ରମୋଦ ସାହୁ ?

ଏ ସମ୍ପର୍କରେ ଆପଣଙ୍କ ମତାମତ କଣ ନିଶ୍ଚିନ୍ତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *