Special Report

ନାଳୁଆ ବୁଢ଼ାର କେମିତି ହେଉଛି ନାଳ ବୁଢ଼ୀ, ଦେଖନ୍ତୁ ଜାଣି ପାରିବେ…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ଯୁଗର କାହାଣୀ ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଭିଡିଓ ଦେଖିଥିବେ ଯାହା ଦେଖିଲେ ମନରେ ଅନେକ କଥା ଆସୁଛି ।

ଆଜିକାଲି ଦୁନିଆରେ ସ୍ତ୍ରୀ ଥାଉ ଥାଉ ଲୋକମାନେ ଏଭଳି ସବୁ କାମ କରିବା ଏହି ସମାଜ ପାଇଁ ଖରାପ ବାର୍ତ୍ତା ଅଟେ । ସମାଜରେ ଏଭଳି ଲୋକ ରହିବା ଉଚିତ୍ ନୁହେଁ ।

ସମାଜ ଏଭଳି ଲୋକଙ୍କ ପାଇଁ ବଦନାମ୍ ହେଉଛି । ସମାଜରେ ଏଭଳି ଲୋକ ରହିବା ଉଚିତ୍ ନୁହେଁ । ପୁଅମାନେ ଏଭଳି କରିବା ଏହି ସମାଜ ପାଇଁ ଏକ ନିନ୍ଦନୀୟ କାମ।

 ନିଜ ସ୍ତ୍ରୀ ଥାଉ ଥାଉ ପର ଝିଅ ବୋହୂ ଉପରେ ନଜର ପକେଇବା ସତେ ଯେପରି ଏକ ସାଧାରଣ କଥା ହୋଇ ଗଲାଣି । ଏବେ ଏହି ଭିଡିଓରେ ଆପଣମାନେ ଯାହା ଦେଖିପାରିବେ ତାହା ଦେଖିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଏଭଳି କାମ କରିବା ପୂର୍ବରୁ ନିଜ ବୟସ କଥା ଭାବିବା ଉଚିତ୍ ।

ଲୋକମାନେ ନିଜ ବୟସ କଥା ଚିନ୍ତା ନକରି ଏଭଳି ସବୁ ନିନ୍ଦନୀୟ କାମ କରିଥାନ୍ତି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ଧରି ଗାଡ଼ିରେ କେଉଁ ଆଡ଼େ ଯାଇଥିଲେ । ଆଉ ସେଠାରେ ସେ ପହଞ୍ଚିବା ପରେ ଗାଡିରୁ ତାଙ୍କ ସ୍ତ୍ରୀକୁ ଓହ୍ଲାଇ ଥିଲେ ।

ଆଉ ଏହାପରେ ସେଠାରେ ଜଣେ ଯୁବତୀ ଆସିଥିଲେ । ଆଉ ଏହି ଯୁବତୀ ଜଣଙ୍କୁ ଦେଖି ଏହି ବୟସ୍କ ବ୍ୟକ୍ତି ଜଣକ ତାଙ୍କର ବୟସର ସୀମା ଭୁଲି ଯାଇଥିଲେ । ଆଉ ତାଙ୍କ ପଛରେ ପଡ଼ିଥିଲେ ।

ଏହା ଦେଖିବା ପରେ ଯୁବତୀ ଜଣକ ତାଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ସେଠାରେ ଏହି ବୃଦ୍ଧ ବା ବୟସ୍କ ବ୍ୟକ୍ତି ଜଣଙ୍କର ସ୍ତ୍ରୀ ଆସି ପହଞ୍ଚିଥିଲେ । ସେଠାରେ ତାଙ୍କ ସ୍ତ୍ରୀ ପହଞ୍ଚିବା ପରେ ବ୍ୟକ୍ତି ଜଣଙ୍କ ପୁରା ବଦଳି ଯାଇଥିଲେ ।

https://youtu.be/1CeUbPwyB58?si=WWwPm_n8k5dCS1vw

ଯୁବତୀ ଜଣକ ବୃଦ୍ଧ ଜଣଙ୍କୁ ଦେଖି ଚିଡି ଯାଇଥିଲେ । ଆଉ ତାଙ୍କର ଏଭଳି କାମ ପାଇଁ ନିନ୍ଦା ମଧ୍ୟ କରିଥିଲେ । ଏହାପରେ ସ୍ତ୍ରୀ ଜଣଙ୍କୁ ଦେଖି ବୟସ୍କ ଲୋକ ଜଣଙ୍କ ସେଠାରୁ ପଳାଇ ଯାଇଥିଲେ । ଏବେ ଏହି ଘଟଣା ଆପଣମାନେ ଦେଖିପାରିବେ ।

Leave a Reply

Your email address will not be published. Required fields are marked *