Special Report

ନବୀନ ପଟ୍ଟନାୟକଙ୍କୁ ଠିଆ ଠିଆ ଲଙ୍ଗଳା କରିଦେଲେ ସୁରଙ୍କ ପୁଅ ସିଦ୍ଧାର୍ଥ

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଅନେକ କଥା ଆସିଥାଏ । ରାଜନୀତିରେ ଲୋକମାନେ ଅନେକ କଥା ଆସୁଥିବାର ଶୁଣିପାରିବେ ।

ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ଏଭଳି କିଛି କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

ନେତା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ପୁରୀ ଶ୍ରୀମନ୍ଦିରରେ ହୋଇଥିବା ବିକାଶକୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି ପୁରୀ ଶ୍ରୀମନ୍ଦିର ବାହାରେ ଦୁଇଟି ଶୌଚାଳୟ ହୋଇଛି ।

ଆଉ ସେଠାକୁ ଦିନକୁ ଆସୁଛନ୍ତି ଲକ୍ଷେ ଲୋକ । ଯଦି ଏହି ଏକ ଲକ୍ଷ ଲୋକ ପରିସ୍ରା କରିବେ ତାହେଲେ ଏହି ଶୌଚାଳୟ ଭାସି ଯିବ । ଏଇଟା କଣ ଠିକ୍ । ଦୁଇଟି ଶୌଚାଳୟ ହୋଇଛି ଆଉ ସେଥିପାଇଁ ଖର୍ଚ୍ଚ ହୋଇଛି ୪ ହଜାର କୋଟି ଟଙ୍କା ।

ଗୋଟିଏ ଶୌଚାଳୟ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆପଣଙ୍କ ଘରେ କଣ ଏଭଳି ଶୌଚାଳୟ ଅଛି କି ? ଏହା ହେଉଛି ତାଙ୍କର ସରକାର । ଆଉ ଏହି ସରକାରଙ୍କ ପାଇଁ ସମସ୍ତେ ଦାୟୀ । ସମସ୍ତେ ଦୋଷୀ ଏହି ନେତାଙ୍କ ପାଇଁ ।

ଜଣେ ତାମିଲନାଡୁରୁ ଆସି ଏଭଳି କାମ କରୁଛି । ଆଉ କେହି ବି ଜଣେ ତାମିଲ ଲୋକଙ୍କୁ ଅଟକାଇ ପାରୁ ନାହାଁନ୍ତି । ଜଣେ ତାମିଲ ରାଜ କରୁଛି । ଜଣେ ତାମିଲ ଆସି ସରକାର ଚଲଉଛି । ଲୋକମାନେ ଡରି କେହି ଏହି ସରକାରଙ୍କୁ କିଛି କହୁ ନାହାଁନ୍ତି।

ସେ ଆସି ଲୋକମାନଙ୍କ ଆଖିରେ ଗେଞ୍ଜି ରାଜ ଚଲାଇବା ବୋଲି ସିଦ୍ଧାର୍ଥ ରାଉତରାୟ କହିଛନ୍ତି । ସେ ଏଭଳି କାମ କରିବା ପଛରେ ସବୁଠାରୁ ବଡ ଦୋଷୀ ହେଉଛନ୍ତି ନବୀନ ସରକାର ଯିଏ ଘରେ ବସିଛନ୍ତି ଏସି ଭିତରେ । ତାଙ୍କ ଠାରୁ ଖରାପ ଶାସକ ନାହାଁନ୍ତି ।

ଆମ ଓଡ଼ିଶାରେ ଆଇଏଏସ ରାଜ ଚାଲିଛି । ଲୋକମାନଙ୍କୁ ଚାଉଳ ଦେଉଛ ଦମ୍ ଅଛି ତ ଡାଲି ୫ କେଜି ଦିଅ । ଚାଉଳ ଚାଷୀମାନଙ୍କ ଘରେ ଅଛି କିନ୍ତୁ ଡାଲି ନାହିଁ । ଏଭଳି ଅନେକ କଥା କଂଗ୍ରେସ ଦଳର ନେତା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ କହିଛନ୍ତି ।

Leave a Reply

Your email address will not be published. Required fields are marked *