ରାଜ୍ୟ ଖବର

୪ ବର୍ଷର ଝିଅକୁ ସ୍କୁଲ ଲାଟିନ ଭିତରେ ଦୁ-ଷ୍କ-ର୍ମ କଲା ଅଷ୍ଟମ ଶ୍ରେଣୀ ଛାତ୍ର

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୪ ବର୍ଷ ର ଝିଅ କୁ ଲାଟିନ ଭିତରେ ହିଁ ଦୁ-ଷ୍କ-ର୍ମ କଲା ୧୪ ବର୍ଷ ର ନାବାଳକ। ପ୍ରଥମେ ସେ ଝିଅ କୁ ଲୁଚକାଳି ଖେଳ ଖେଳିବା ପାଇଁ ଡାକିଥିଲା।

ଆଉ ଏହି ୪ ବର୍ଷର ଝିଅ ଟି ଲାଟିନ ଭିତରେ ଲୁଚି ଯାଉଥିଲା ଆଉ ତାକୁ ସେଠାରେ ଏକୁଟିଆ ଦେଖିବା ପରେ ୧୪ ବର୍ଷର ନାବାଳକ ଜଣକ ତାକୁ ଲାଟିନ ଭିତରେ ହିଁ ଦୁ-ଷ୍କ-ର୍ମ କରି ପକାଇ ଥିଲା। ନାବାଳିକା ଜଣକ ମଧ୍ୟ ନିଜ ମୁହଁରେ ଏକଥା ମାନିଛି।

ଝିଅ ଟି ୪ ବର୍ଷର ହୋଇଥିବା ବେଳେ ସେ ଠିକ ଭାବରେ କଥା ମଧ୍ୟ କହି ପାରୁ ନାହିଁ। ତାହା ସହ ଯାହା ହେଇଛି ସାହି ପଡିଶା ଯେ କେହି ମଧ୍ୟ ଶୁଣୁଛି ସେ ମଧ୍ୟ ମୁଣ୍ଡରେ ହାତ ଦେଇ ଦେଉଛି।

ଭାଇ ମଧ୍ୟ ନିଜ ଭଉଣୀ ସହ ଖେଳୁ ଥିଲା।ପରେ ଯେତେବେଳେ ଭାଇ ତା ଭଉଣୀ କୁ ଦେଖିଲା ସେତେବେଳେ ଦେଖିବାକୁ ପାଇଲା କି ତାର ଭଉଣୀ ରାହା ଧରି କାନ୍ଦିବାକୁ ଲାଗିଛି। ଧାର ଧାର ହୋଇ ଝିଅ ଦେହରୁ ମଧ୍ୟ ରକ୍ତ ବାହାରି ଯାଉଥିଲା।

ଏହା ଦେଖି ବଡ଼ଭାଇ ନିଜ ମାଆ କୁ ମଧ୍ଯ ଡାକିଥିଲା। ଆଉ ମାଆ ଏହା ଦେଖିବା ବେଳକୁ ଝିଅକୁ କିଏ ଲାଟିନ ଭିତରେ ହିଁ ଦୁ-ଷ୍କ-ର୍ମ କରି ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲା, ଡେରାବିଶ ଠାରେ ଏଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି।

ନିରଞ୍ଜନ ସାମଲ ଙ୍କ ୧୪ ବର୍ଷୀୟ ନାବାଳକ ପୁଅ ଟେକି ନେଇ ଗାଁ ସ୍କୁଲ୍ ପାଇଖାନା ଘରେ କାଲି ଅପରାହ୍ନ ରେ ହିଁ ଦୁ-ଷ୍କ-ର୍ମ କରିଥିଲା। ସ୍କୁଲ୍ ଛୁଟିହେବା ପରେ ନାବାଳିକା ଜଣକ ଛୋଟ ପିଲାଙ୍କ ସହ ଖେଳୁଥିଲା।

ଆଉ ନାବାଳିକା ସହ ଏଭଳି କାଣ୍ଡ ଘଟାଇଥିବା ପରେ ନାବାଳିକା ଜଣକ ଆସି ଘରେ ସବୁ କଥା କହି ଦେଇଥିଲା। ଏହାପରେ ଗାଁ ର ସରପଞ୍ଚ କିଛି ଭଦ୍ର ଲୋକ ମାନଙ୍କୁ ଡ଼କାଇ ଏହି ମାମଲା ର ସମାଧାନ ମଧ୍ୟ କରିବାକୁ ଚାହୁଁ ଥିଲେ।

ଆଉ ନାବାଳକ ଙ୍କ ବାପା ମଧ୍ୟ କାହାକୁ କିଛି ନଜଣାଇବା ପାଇଁ ପୀଡ଼ିତା ଙ୍କ ବାପା ଙ୍କୁ କହିଥିଲେ। ହେଲେ ଏବେ ସେମାନେ ଏନେଇ ଥାନାରେ ଅଭିଯୋଗ କରି ସାରିଛନ୍ତି। ଆଉ ତାଙ୍କ ଝିଅ ପାଇଁ ନ୍ୟାୟ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *