Special Report

ଚଉଠୀ ରାତିରେ ସ୍ୱାମୀ ସ୍ତ୍ରୀ କରୁଥିଲେ ଖେଳ, ଖଟ ତଳେ ଶୋଇଥିଲା ପ୍ରେମିକ।ସ୍ୱାମୀ ଦେଖି ଦେବାରୁ ସ୍ତ୍ରୀ କରିଦେଲା ଏପରି କାମ!!

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ । ଆଜିକା ଦୁନିଆରେ ଏଭଳି ଅନେକ ଘଟଣା ଆପଣମାନେ ଦେଖିଥିବେ ।

ଯୁବକ ଆଉ ଯୁବତୀ ଭଲ ପାଇଥାନ୍ତି କିନ୍ତୁ ପରେ ସେମାନେ ଅଲଗା ହୋଇ ଯାଇଥାନ୍ତି । ଏବେ ଏମିତି ସାରା ଦୁନିଆରେ ହେଉଛି । ଏହି ଘଟଣା ହେଉଛି ଜଣେ ଯୁବତୀ ଜନକଙ୍କୁ ଭଲ ପାଉଥିଲେ ।

କିନ୍ତୁ ତାଙ୍କର ଘରଲୋକ ଆଉ ଜଣଙ୍କୁ ବିବାହ କରିବାକୁ କହିଥିଲେ । ଆଉ ଜୋର୍ ଜବରଦସ୍ତ ତାଙ୍କୁ ସେ ବାହାଘର କରି ଦେଉଥିଲେ । ଏହି ଯୁବକ ଜଣକୁ ବହୁତ ଭଲ ପାଉଥିଲେ ଯୁବତୀ । ଯୁବତୀ ଜଣକ ହେଉଛନ୍ତି ଅର୍ଚ୍ଚନା ।

ଆଉ ଅର୍ଚ୍ଚନା ଅରୁଣ ନାମକ ଯୁବକଙ୍କୁ ଭଲ ପାଉଥିଲେ । ଏହି ଯୁବକ ଜଣକ ମଧ୍ୟ ଯୁବତୀଙ୍କୁ ବହୁତ ଭଲ ପାଉଥିଲେ । ଆଉ ଏବେ ଯୁବତୀ ଜଣକ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ।

ଏହି ଯୁବତୀ ଜଣକ ୬ ବର୍ଷ ହେଲା ଭଲ ପାଇଥିଲେ କିନ୍ତୁ ସେ ୬ ମାସ ହେଲା ବିବାହ କରିଥିଲେ । ସେ ୬ ମାସର ବିବାହ କରି ମଧ୍ୟ ତାଙ୍କର ପ୍ରେମକୁ ଭୁଲି ପାରି ନଥିଲେ । ସେ ପୂର୍ବରୁ ତାଙ୍କ ପ୍ରେମିକ ସହିତ ସମ୍ପର୍କ ମଧ୍ୟ ରଖିଥିଲେ ।

ବିବାହ ପରେ ମଧ୍ୟ ନିଜ ସ୍ବାମୀ ଥାଉ ଥାଉ ସେ ତାଙ୍କ ପ୍ରେମିକ ସହିତ ସମ୍ପର୍କରେ ଥିଲେ । କିନ୍ତୁ ଏହି ଯୁବତୀ ଜଣକ ଶେଷରେ ନିଜ ପ୍ରେମିକ ପାଇଁ ଏଭଳି କରିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଯୁବତୀ ଜଣକ ସ୍ବାମୀଙ୍କ ସହିତ ବଜାରକୁ ଯିବେ ବୋଲି କହିଲେ । ଆଉ ଅଧା ରାସ୍ତାରେ ଯୁବତୀଙ୍କ ପ୍ରେମିକ ତାଙ୍କୁ ମାରି ଦେଇଥିଲା । ଯୁବତୀ ଜଣକ ଲୁଟେରା ମାରିଥିଲା ବୋଲି କହିଥିଲେ । କିନ୍ତୁ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରିଥିଲା ।

ଆଉ ତଦନ୍ତ ପରେ ଏବେ ପୋଲିସ ଜାଣିପାରିଲା କି ଯୁବତୀ ଜଣକ ତାଙ୍କ ସ୍ବାମୀଙ୍କୁ ନିଜ ପ୍ରେମିକ ସହିତ ମିଶି ମାରି ଦେଇଛନ୍ତି । ଏବେ ଏହି ଘଟଣାର ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି ।

Leave a Reply

Your email address will not be published. Required fields are marked *