Special Report

ସ୍କୁଲ ନଯାଇ ବୁଦା ମୂଳରେ ଖେଳ କରୁଥିଲା ଭଉଣୀ, ହଠାତ ଭାଇ ଆସି ଦେଖିଦେଲା ଆଉ ତା ପରେ..

 

ନମସ୍କାର ପାଠକ ବନ୍ଧୁ।ସ୍କୁଲ ଯିବା କଥା କହି ରାସ୍ତା କଡ଼ ରେ ପ୍ରେମ କରୁଛନ୍ତି ଜଣେ ସ୍କୁଲ ଛାତ୍ରୀ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ବାପା ମା ମାନେ କଷ୍ଟ କରି ଛୁଆ ଙ୍କୁ ପାଠ ପଢ଼ାଇ ଥାଆନ୍ତି।

ହେଲେ ସେହି ଛୁଆ ମାନେ ବିଦ୍ୟାଳୟ କୁ ଯିବା ନାମ ରେ ବାହାରେ ଯାଇ ରାସ ଲୀଳା କରନ୍ତି।ସେମାନେ ଥରେ ହେଲେ ବି ନିଜ ପରିବାର ଗାଁ କଥା ଭାବନ୍ତି ନାହିଁ।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଝିଅ ଟି ମିଛ କହି ନିଜ ପୁରୁଷ ବନ୍ଧୁ ସହିତ ବାହାରେ ବୁଲୁଛି।

ସୂଚନା ଅନୁସାରେ ସ୍କୁଲ ଛାତ୍ରୀ ଜଣକ ନବମ ଶ୍ରେଣୀ ରେ ପାଠ ପଢନ୍ତି।ବୟସ ମାତ୍ର ୧୪ ବର୍ଷ।ହେଲେ ପ୍ରେମ ନିଶା ରେ ସେ ପାଗଳ ହୋଇ ଯାଉଛନ୍ତି।ଜଣେ କଲେଜ ପଢୁଆ ଯୁବକ ଙ୍କ ସହିତ ରାସ୍ତା ରେ ପ୍ରେମ କରୁ ଥିଲେ ଯୁବତୀ।ଯାହାକୁ କି ଧରି ପକାଇ ଥିଲେ ସାନ ଭାଇ।

ଏହା ପରେ ରାସ୍ତା କଡ଼ ରେ ଯାହା କିଛି ଘଟିଲା ତାହା ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ନିଜେ ଭୁଲ କରି ସମସ୍ତ ଙ୍କ ମୁହଁ ରେ ଜବାବ ଦେଉ ଥିଲେ ଯୁବତୀ।ଶେଷ ରେ ତାଙ୍କ ସାନ ଭାଇ ଓ ଗାଁ ର କିଛି ଲୋକ ମାନେ ତାଙ୍କୁ ମିଶି ଖୁବ୍ ବାଡେଇ ଥିଲେ।

ଯୁବତୀ ଜଣକ ବିଦ୍ୟାଳୟ କୁ ଯାଉଛନ୍ତି ବୋଲି ଘରେ କହି ଦେଇ ଆସି ଥିଲେ।ହେଲେ ଘରେ ମିଛ କଥା କହି ପ୍ରେମିକ ସହିତ ପୋଲ ତଳେ ବସି ପ୍ରେମ କରୁଥିଲେ।ଦୁହେଁ ପରସ୍ପର କୁ ଆଲିଙ୍ଗନ କରିଥିଲେ।ଯୁବକ ଜଣକ କଲେଜ୍ ରେ ପାଠ ପଢ଼ୁଛନ୍ତି।ସେମାନେ ପରସ୍ପର ପ୍ରେମ କରୁଥିବା ସମୟ ରେ ଯୁବତୀ ଙ୍କ ସାନ ଭାଇ ଦୂର ରୁ ଠିଆ ହୋଇ ସବୁ ଦେଖିଥିଲେ।

କିଛି ସମୟ ପରେ ସେ ତାଙ୍କ ଭଉଣୀ ଙ୍କ ପାଖକୁ ଆସି ତାଙ୍କୁ ପାଟି କରିଥିଲେ।କହିଥିଲେ କି ତୁ ଏ ଟୋକା ସହିତ ଏଠି ବସି କଣ କରିଛୁ।ଏହାର ଉତ୍ତର ଦେବାକୁ ଯାଇ ଯୁବତୀ ଜଣକ କହିଥିଲେ କି ତୋର କଣ ଗଲା ମୁଁ ଯା କଲି।

ଏହା ପରେ ଯୁବତୀ ଙ୍କ ପ୍ରେମିକ ଓ ତାଙ୍କ ଭାଇ ଙ୍କ ମଧ୍ୟରେ ରେ ଜୋର୍ ରେ ଝଗଡ଼ା ଲାଗି ଥିଲା।ତାଙ୍କ ପ୍ରେମିକ କହିଥିଲେ କି ମୋର ଯାହା ଇଚ୍ଛା ହେଲା ମୁଁ କରିବି ତୋର କଣ ଗଲା।ଏହା ପରେ ଉଭୟ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହୋଇ ଥିଲା।

ବାପା ମା ଭାବୁଥିଲେ ତାଙ୍କ ଝିଅ ସ୍କୁଲ ଯାଇ ତାଙ୍କ ନାମ ରଖିବ।ହେଲେ ଝିଅ ଟି ସ୍କୁଲ ଯିବା ବାହାନାରେ ବାହାରେ ଏଭଳି କାଣ୍ଡ ଘଟାଇ ଅଛି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Leave a Reply

Your email address will not be published. Required fields are marked *