ଭାଇରାଲ ଭିଡିଓ

ଏମିତି ଦୃଶ୍ୟ ଆଗରୁ କେବେ ଦେଖି ନଥିବେ ଗାଈ କୁ ଗାଡି ପଛରେ ବସାଇ ବୁଲାଉଛି ମାଲିକ ଦେଖନ୍ତୁ Social media ରେ viral ହୋଇଥିବା ଏହି ଭିଡ଼ିଓ

ଗାଈ କୁ ହିନ୍ଦୁ ଧର୍ମ ରେ ସମସ୍ତେ ପୂଜା କରିଥାନ୍ତି ଅନ୍ୟ କେତେକ ସ୍ଥାନରେ ଗାଈ ଙ୍କୁ ଅବହେଳା କରାଯିବାର ମଧ୍ୟ ଦେଖିବାକୁ ମିଳିଥାଏ l ଗାଈ ଙ୍କୁ ଭଲ ପାଉଥିବାରୁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଗାଈଟିର ମାଲିକ ଗାଈ କୁ ପଛରେ ବସାଇ ବୁଲାଇ ନେଉଛନ୍ତି l

ଗାଈ ଟିର ଆକାର ବଡ଼ ଦେଖା ଯାଉଥିଲେ ମଧ୍ୟ ପୂର୍ଣ ରୂପରେ ମାଲିକ ଙ୍କୁ କୌଣସି ମତେ ଫରକ ପଡ଼ିନାହିଁ l ଗାଈ କୁ ଗାଡି ପଛପଟେ ବାନ୍ଧି ରାସ୍ତାରେ ବୁଲାଉଥିଲେ ମାଲିକ l

ଗାଈ ମଧ୍ୟ ଚୁପ ଚାପ ମାଲିକ କଥା ସତେ ଯେମିତି ମାନିଲା ଭଳି ବସି ରହିଥିଲା l ଏହି ଘଟଣା କୁ କିଛି ଲୋକ କ୍ୟାମେରା ରେ କଏଦ କରିଥିବା ବେଳେ ଧୀରେ ଧୀରେ ସୋସିଆଲ ମିଡିଆରେ ଛଡା ଯାଇଥିଲା l

ଏବଂ ଏହି ଭିଡ଼ିଓ ଟି ଏତେ ଲୋକପ୍ରିୟ ହାସଲ କରିଥିଲା ଯେ ପ୍ରତ୍ୟକ ଙ୍କ ପାଖରେ ଏହି ଭିଡ଼ିଓ ଦେଖା ଯାଇଥିଲା l

ଭିଡ଼ିଓ ରୁ ସ୍ପଷ୍ଟ ଜଣା ପଡୁଥିଲା ମଣିଷ ଏବଂ ପଶୁଟିଏ ହେଲେ ମଧ୍ୟ ସମ୍ପର୍କ କିପରି ସୁଦୃଢ ହୋଇପାରେ l ଅନେକ ଲୋକ ଏପରି ସମ୍ପର୍କ କୁ ପ୍ରଶଂସା ଦେବା ସହ ଭିଡ଼ିଓ ଟିକୁ ମଧ୍ୟ ପସନ୍ଦ କରିଥିଲେ l

ସୋସିଆଲ ମିଡିଆରେ ଗାଈ ମାନଙ୍କୁ ଅତ୍ୟନ୍ତ ଅବହେଳା କରାଯାଏ ବୋଲି ଦୃଶ୍ୟ ଦେଖା ଯାଇଥାଏ ଏବଂ ଖୁବ କମ ଦୃଶ୍ୟ ଦେଖା ଯାଇଥାଏ ଏବଂ ଏପରି ନିଜ ଗାଡି ପଛପଟେ ଗାଈ କୁ ବୁଲଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ପ୍ରଥମ ଥର ଦେଖିବାକୁ ମିଳିଛି ବୋଲି କହିଛନ୍ତି ଲୋକେ l

ଲୋକ କୁକୁର ବିଲେଇ ଙ୍କୁ ଗାଡି ରେ ବୁଲଉଥିବାର ଅନେକ ଥର ଦେଖା ଯାଇଥିବା ବେଳେ ଏପରି ଗାଈ କୁ ଗାଡ଼ିରେ ବୁଲଉଥିବା ଦୃଶ୍ୟ ପ୍ରଥମ ଅଟେ l

Leave a Reply

Your email address will not be published. Required fields are marked *