ଜଙ୍ଗଲ ରେ ଖେଳ କରୁ କରୁ ଧରା ପଡିଲେ ଦୁଇ ପ୍ରେମୀ ଯୁଗଳ ଗାଁ ଲୋକଙ୍କ ସହ ଝାମେଲା କରୁ କରୁ ଫସିଲେ ଦେଖନ୍ତୁ Viral Video

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଅନେକ ଲୋକ ଟ୍ରୋଲ ହେଉଥିବା ବେଳେ ବର୍ତ୍ତମାନ ସବୁ କିଛି ସମ୍ଭବ କେବଳ ସ୍ମାର୍ଟ ଫୋନ ପାଇଁ l ଯାହା ପାଖରେ ସ୍ମାର୍ଟ ଫୋନ ଅଛି ସେ ଏହି ମାଧ୍ୟମରେ ସମଗ୍ର ଦୁନିଆ ଦେଖି ପାରୁଛି କେଉଁଠି କଣ ଘଟୁଛି କଣ ନାହିଁ l

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଦୃଶ୍ୟ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ଜଙ୍ଗଲ ମଧ୍ୟରେ ସ୍କୁଲ ରେ ପଢ଼ୁଥିବା ଝିଅଟି ଏକ ପୁଅ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଲୀନ ହୋଇଯାଇଛି l

ପରେ କିଛି ଲୋକ ସେଠାରେ ଗଦା ହୋଇ ଫୋନ ମାଧ୍ୟମରେ ଏହି ଦୃଶ୍ୟ କୁ କଏଦୀ କରିଛନ୍ତି l

ଲୋକମାନଙ୍କୁ ଦେଖି ପ୍ରେମୀ ଯୁଗଳ ଆଦୌ ଡରିନଥିବା ବେଳେ ଓଲଟି କହିଥିଲେ ତାଙ୍କ ଘରେ ସବୁ ଜାଣିଛନ୍ତି ଏବଂ କେହି ତାଙ୍କର କିଛି କରିପାରିବେ ନାହିଁ l ଝିଅଟି ଏପରି କହିଥିବା ବେଳେ ପୁଅଟି ଫୋନ ମାଧ୍ୟମରେ ତାଙ୍କ ଲୋକଙ୍କୁ ଡାକିଥିଲା ଏବଂ ହତିଆର ମଧ୍ୟ ଆଣିବାକୁ କହିଥିଲା l

ଏବଂ ଗଦା ହୋଇଥିବ ଲୋକ ମଧ୍ୟ ଡରି ନଥିଲେ l ବହୁତ ଯୁକ୍ତି ତର୍କ ହେବା ପରେ ଦୁହିଁଙ୍କୁ ଛାଡିଥିଲେ ଲୋକେ କିନ୍ତୁ ଏପରି ଆଉ ଦିନେ ନ କରିବାକୁ ଧମକ ଦେଇଥିଲେ l

ସୋସିଆଲ ମିଡିଆରେ ଏପରୀ ଅନେକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଅନେକ ଅସଂଯତ ଅବସ୍ଥାରେ ଲିପ୍ତ ଥିବା ଅବସ୍ଥାରେ ଧରା ପଡୁଛନ୍ତି ଏବଂ ଦିନକୁ ଦିନ ଏହା ବଢିବାରେ ଲାଗିଛି l ଏହା ପ୍ରତି କଠୋର ଆଇନ ହେବାପାଇଁ ଦାବି କରିଛନ୍ତି ସେଠାରେ ଉପସ୍ଥିତ ଥିବା ଲୋକମାନେ l

Leave a Comment

Your email address will not be published. Required fields are marked *

Scroll to Top