ବୋହୁଶଶୁର ଘର ର ଲକ୍ଷ୍ମୀ ହୋଇଥାଏ l ଝିଅଟିଏ ତା ବାପା ଘରର ଲକ୍ଷ୍ମୀ ହୋଇଥାଏ l ନାରୀଟିଏ ଯେଉଁ ଘରକୁ ଯାଇଥାଏ ସେ ଘରର ଶୋଭା ହୋଇଯାଏ l ନାରୀ ରୂପରେ ସମସ୍ତେ ମା ନାରାୟଣୀ ଙ୍କୁ ଦେଖିଥାନ୍ତି ….
ମାତ୍ର ବର୍ତ୍ତମାନ କିଛି ସୋସିଆଲ ମିଡିଆରେ ଏମିତି କିଛି ଜିନିଷ ବର୍ତ୍ତମାନ ଦେଖିବାକୁ ମିଳିଲାଣି ଯାହାଦ୍ୱାରା ନାରୀ ମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ବାଧ୍ୟ ହେଉଛି ସମାଜ l
ବର୍ତ୍ତମାନ ଆମ ସାମ୍ନାରେ ଆସି ପହଁଚିଛି ଏକ ଭାଇରଲ ଭିଡ଼ିଓ ଯେଉଁଥିରେ ଘରେ କେହିନଥିଲା ବେଳେ ବୋହୁ ଜଣଙ୍କ ନିଜ ପ୍ରେମିକକୁ ଘରକୁ ଡାକିଥିଲେ l ଏବଂ ସେହି ସମୟରେ ଦୁହେଁ ଏକାଠି ଥିଲେ ଏବଂ ଜାଣିଥିଲେ ଏବେ ଘରକୁ କେହି ଆସିବେନି ବୋଲି l କିନ୍ତୁ ଠିକ ଅଳ୍ପ ସମୟରେ ସବୁକିଛି ବଦଳିଗଲା ..
ପହଁଞ୍ଚି ଗଲେ ଶଶୁର ଘରେ ଲୋକେ ଏବଂ ଦେଖିଥିଲେ କିପରି ଘରର ବୋହୁ କେହି ନଥିବା ବେଳେ ନିଜ ପ୍ରେମିକ କୁ ଘରକୁ ଡାକି ପ୍ରେମକରୁଥିଲେ l ଏହାପରେ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ ଏବଂ ବୋହୁ ମଧ୍ୟ ଛାଡିନଥିଲେ ସେ ତାଙ୍କ ପ୍ରେମିକ ଙ୍କୁ ରକ୍ଷା କରିବାପାଇଁ ଶଶୁର ଘରର ସମସ୍ତଙ୍କ ସହ ଲଢ଼ିଯାଇଥିଲେ l
ସେହି ମଧ୍ୟରେ ଶଶୁର ଘରର ପରିବାର ଲୋକଙ୍କ ମଧ୍ୟରୁ କେହି ଜଣେ ଭିଡ଼ିଓ କରିଥିଲେ ଏବଂ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l
https://youtu.be/Ou2qrusRyUw
ସମସ୍ତ ଙ୍କ କହିବା ଅନୁଯାଇ ଘରର ବୋହୁ ଘରର ମର୍ଯ୍ୟାଦା ରକ୍ଷା କରିବା ଉଚିତ ଯେତେ ଯାହା ହୋଇଗଲେ ବି ଘରେ ଏବଂ ପରିବାର ସାମ୍ନାରେ ଏପରି ଘୃଣ୍ୟ କାମ କରିବା ଉଚିତ ନୁହେଁ ଏହାଦ୍ୱାରା ସମାଜ ଉପରେ ଖରାପ ପ୍ରଭାବ ପଡିପାରେ l