ଭାଇରାଲ ଭିଡିଓ

Papa ki pari ଙ୍କର ହେଲା ଏମିତି କି ଅବସ୍ଥା ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ ପାପାଙ୍କ ପରିଙ୍କ କିପରି ଚାଲିଛି ଗାଡି ଚଲା

ବହୁତ ପାପାଙ୍କ ପରିଙ୍କ ଗାଡିଚଲା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ବେଳେ ଆଜି ଆମେ ଆପଣଙ୍କୁ କିଛି କିଛି ପାପା ଙ୍କ ପରି ଙ୍କ ଭାଇରଲ ଭିଡ଼ିଓ ଦେଖାଇବାକୁ ଯାଉଛୁ l ଭିଡ଼ିଓ ଥରେ ଦେଖିଲେ ଆପଣ ହସି ହସି ସେମିତି ଗଡୁଥିବେ l

ଭିଜୁଆଲ ର ପ୍ରଥମରେ ଆପଣ ଦେଖି ପାରୁଥିବେ କ୍ଷେତର ପାଖରେ ଦୁଇ ସାଙ୍ଗ ଙ୍କ ଗାଡିଟି ଫସି ଯାଇଛି l ଦୁହେଁ ତାକୁ କଳେ ବଳେ କୌଶଳ ରେ କାଢ଼ିବା ବଦଳରେ ଆକସେଲେଟର ଟିକୁ ମୋଡି଼ବାରେ ଲାଗୁଛନ୍ତି l ଯାହା ଫଳରେ କିଛି ସମୟ ପରେ ଦୁହେଁ ଚିକିଟି ଯାଇ ରାସ୍ତାର ଅନ୍ୟ ପାର୍ଶ୍ଵରେ ପଡୁଛନ୍ତି l

ଅନ୍ୟ ଏକ ଭିଜୁଆଲ ରେ ଆପଣ ଦେଖିପାରୁଥିବେ କିପରି ଜଣେ ଝିଅଟି ରାସ୍ତାର ମଝିରେ ସ୍କୁଟି ଟି ଥୋଇଦେଇ ନିଜ ସାଙ୍ଗଙ୍କୁ ଦେଖାକରିବାକୁ ଚାଲିଗଲେ l ମାତ୍ର ସେହି ସମୟରେ ଏକ ବସ ଆସିବା ଦ୍ୱାରା ହିଁ ସେ ପଛରେ ଆସି ଗାଡି ସାଇଡ କରିଥିଲେ l

ତୃତୀୟ ଭିଜୁଆଲ ରେ ଆପଣ ଦେଖିପାରିଥିବେ କିପରି ଜଣେ ଯୁବତୀ ରାସ୍ତାରେ କେବଳ ସିଧା ଚଳାଇ ଅନ୍ୟପଟେ ଗଳି ପଡ଼ିଥିଲେ l ସେ ଜାଣିଥିଲେ ସେ ପଡିଯିବେ ବୋଲି ମାତ୍ର ବ୍ରେକ ବ୍ୟବହାର କରିନଥିଲେ ଏବଂ ପଡିଯାଇଥିଲେ l

ଚତୁର୍ଥ ଭିଜୁଆଲରେ ଜଣେ ଝିଅ ମନ୍ଦିର ବାହାରେ ସ୍କୁଟିରେ ବସି ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ମାତ୍ର ତାଙ୍କ ସ୍କୁଟିର ଆକ୍ସିଲେଟର ଏମିତି ମୋଡିଲେ ଯେ ସିଧା ଆସି ମନ୍ଦିରରେ ମୁଣ୍ଡ ମାଡି ପଡିଲେ ଗାଡି ସହ l

ଏହି ଭିଜୁଆଲ ରେ ଭଗବାନ ଙ୍କ ଚମତ୍କାର ବୋଲି କିଛି ଲୋକ କାମେଣ୍ଟ କରିଛନ୍ତି ଆପଣଙ୍କର ଏହି ସମ୍ପର୍କରେ ମତାମତ କଣ ଭିଡ଼ିଓ ଦେଖି କମେଣ୍ଟ କରନ୍ତୁ l

Leave a Reply

Your email address will not be published. Required fields are marked *