Devotional

ପରଟାରେ ଦେଖା ଦେଲେ ତିନି ଠାକୁର, କାନ୍ଦି କାନ୍ଦି କହିଲେ ମୋ ଜଗା ର ଦେଖା ପାଇଗଲି

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ପାଇପାରିବେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଭଗବାନଙ୍କୁ ନେଇ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆଉ ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଜାଣିପାରିବେ ।

ଆପଣମାନେ ସମସ୍ତେ ଏହି ଖବର ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହି ଘଟଣା ବା ଏହି ଖବର ଶୁଣିଲେ ଆପଣଙ୍କୁ ବିଶ୍ବାସ ହେଉ ନଥିବ କିନ୍ତୁ ଏହା ସତ୍ୟ ଘଟଣା ଅଟେ । ପରଟାରେ ତିନି ଠାକୁର ଦେଖା ଯାଇଛନ୍ତି । ଜଣେ ପରଟା କରିବା ସମୟରେ ତିନି ଠାକୁରଙ୍କ ମୁହଁ ଏହି ପରଟାରେ ଦେଖିଛନ୍ତି ।

ଆଉ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । କଥାରେ ଅଛି କି ଭକ୍ତି ଥିଲେ ଭଗବାନଙ୍କ ଦର୍ଶନ ମିଳିଥାଏ । ଭଗବାନ ଭକ୍ତଙ୍କ ପ୍ରେମରେ ତାଙ୍କୁ ଦେଖା ଦେଇଥାନ୍ତି । ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ସେ ତାଙ୍କୁ ଦେଖା ଦେଇଥାନ୍ତି ।

ଏଭଳି ଏକ ଭକ୍ତ ଆଉ ଭଗବାନଙ୍କ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାକୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାର ଦେଖିବାକୁ ମିଳିଛି ।

ପରଟାରେ ତିନି ଠାକୁରଙ୍କ ମୁହଁ ଦେଖାଯିବା ଏକ ଅବିଶ୍ଵସନୀୟ ଅଟେ କିନ୍ତୁ ଏହା ସତ୍ୟ ଅଟେ । ରାତିରେ ପରଟା କରିବା ସମୟରେ ମହିଳା ଜଣକ ମହାପ୍ରଭୁଙ୍କୁ ଦେଖିଥିଲେ । ଆଉ ଏହାପରେ ପ୍ରଭୁ ବଳଭଦ୍ର ଆଉ ମାତା ସୁଭଦ୍ରାଙ୍କୁ ଦେଖିଥିଲେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଏହି ତିନି ଠାକୁରଙ୍କର ପୂଜାର୍ଚ୍ଚନା କରାଯାଇଛି । ଅନେକ ଲୋକ ଅର୍ଥାତ୍ ଆଖପାଖ ଲୋକ ସବୁ ଏହି ଘଟଣାକୁ ଅର୍ଥାତ୍ ଏହି ଖବର ଶୁଣି ଧାଇଁ ଆସିଥିଲେ ପ୍ରଭୁଙ୍କୁ ଦେଖିବା ପାଇଁ । ଆଉ ସେମାନେ ପ୍ରଭୁଙ୍କର ଦର୍ଶନ ବି ପାଇଥିଲେ ।

ଏହି ମହିଳା ଜଣକ ଭଗବାନଙ୍କ ରୂପ ଦେଖି ବହୁତ ଖୁସି ଅଛନ୍ତି । ଏବେ ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେବା ସହ ଅନେକ କଥା ଏବେ ସାମ୍ନାକୁ ଆସୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଭଗବାନଙ୍କ ଲୀଳା ଦେଖି ସମସ୍ତେ ବହୁତ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *