ରାଜ୍ୟ ଖବର

ଦୁନିଆର ସବୁଠାରୁ ଭୟଙ୍କର ପୁସ୍ତକ, ବହି ପଢ଼ି ଚାଲି ଯାଉଛି ଶହ ଶହ ଜୀବନ

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଶ୍ୱରେ ଅନେକ ପୁସ୍ତକ ଓ ଗ୍ରନ୍ଥ ରହିଛି । ସେଥିମଧ୍ୟରୁ ଆପଣମାନେ ଅନେକ ପ୍ରକାରର ପୁସ୍ତକ ମଧ୍ୟ ପଢିଥିବେ। କିନ୍ତୁ କେବେ ଆପଣ ଦୁନିଆର ସବୁଠାରୁ ଭୟଙ୍କର ପୁସ୍ତକ ପଢିଛନ୍ତି କି?

ଏବେ ମଧ୍ୟ ରହସ୍ୟଘେରରେ ଏହି ୭୦୦ ବର୍ଷ ପୁରୁଣା ପୁସ୍ତକ। ତେବେ ବନ୍ଧୁଗଣ ରହସ୍ୟମୟ ଭୟଙ୍କର ଆଶ୍ଚର୍ଯ୍ୟ ବହିରୁ ଆସୁଛି ନିଆଁ ପବନରେ ସବୁକିଛି ଝୁଲୁଛି। ସାତଶହ ବର୍ଷର ପୁରୁଣା ପୁସ୍ତକ। ଯିଏ ପଢ଼ିବ ସିଏ ହେବ ପାଗଳ ନଚେତ୍ ମୃ-ତ୍ୟୁ-ବ-ର-ଣ କରିବ।

ଏବେ ସନ୍ଦେହ ଘେରୋରେ ସାତଶହ ବର୍ଷର ପୁରୁଣା ପୁସ୍ତକ। କୁହାଯାଇଛି କି ସାଇତାନ ମାନଙ୍କର ସବୁଠାରୁ ବଡ଼ ପୁସ୍ତକ ହେଉଛି ସେହି ପୁସ୍ତକ। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆଜି ପର୍ଯ୍ୟନ୍ତ ଏହି ପୁସ୍ତକ ପାଖକୁ ଯିଏ ମଧ୍ୟ ପହଞ୍ଚିବାକୁ ଚେଷ୍ଟା କରିଛି, ଆଉ ଏହି ପୁସ୍ତକଟିକୁ ପଢିବାକୁ ଚେଷ୍ଟା କରିଛି ସେ ସଂପୂର୍ଣ୍ଣ ଭାବରେ ପାଗଳ ହୋଇଯାଇଛି ଅଥବା ତାର ମୃ-ତ୍ୟୁ ହୋଇଛି। ସେହି ବହିଟିର ଓଜନ ୮୫ କିଲୋ।

ଏହା ଏପରି ଏକ ପୁସ୍ତକ ଯେଉଁଥିରେ ଲେଖା ହୋଇଥିବା ଶବ୍ଦ ପଢ଼ିବା କ୍ଷଣି ବହିର ଅକ୍ଷର ଗୁଡ଼ିକ ନିଆଁ ପିଣ୍ଡୁଳା ଭଳି ପବନରେ ଆପେ ଆପେ ଭାସମାନ ଅବସ୍ଥାରେ ବୁଲୁଥାଆନ୍ତି। ଏ ହେଉଛି ଭୂତ ବା ସଇତାନ ମାନଙ୍କ ବହି ଯାହାକୁ ପଢ଼ିବା କ୍ଷଣି ମଣିଷ ହୁଏ ପାଗଳ।

ଏଇ ପୁସ୍ତକର ପ୍ରକୃତ ନାମ ହେଉଛି କୋଡେକ୍ସ ଗିଗାସ। ଏହି ପୁସ୍ତକର ପ୍ରଥମ ପୃଷ୍ଠାରେ ହିଁ ସଇତାନ ମାନଙ୍କର ଚିତ୍ରଣ ହୋଇଛି। ଏହି ପୁସ୍ତକଟି ପ୍ରଥମେ ୩୨୦ ପୃଷ୍ଠା ବିଶିଷ୍ଟ ଥିଲା।

କିନ୍ତୁ ଏହା ବର୍ତ୍ତମାନ ୩୧୦ ପୃଷ୍ଠାରେ ରହିଛି ବାକି ୧୦ ପୃଷ୍ଠା କୁଆଡେ ଗଲା ଏବେବି ମଧ୍ୟ ସନ୍ଦେହ ଘେରୋରେ ରହିଛି। ଏହି ବହିର ଲମ୍ବ ୩୬ ଇଞ୍ଚ ଓସାର। ଏହି ପୁସ୍ତକର ଓଜନ ୮୫ କିଲୋ ହୋଇଥିବା ବେଳେ ସବୁଠାରୁ ବଡକଥା ହେଉଛି ଏହି ୮୫ କିଲୋର ୩୨୦ ପୃଷ୍ଠା ବିଶିଷ୍ଟ ପୁସ୍ତକଟିକୁ ଲେଖିବା ପାଇଁ ମାତ୍ର ଗୋଟିଏ ରାତି ଲାଗିଥିଲା।

ଏହି ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟକଟି ଶବ୍ଦ ଗୋଟେ ଶୈଳିରେ ଲେଖାହୋଇଛି। ତେବେ ଏହି ପୁସ୍ତକ ଲେଖାଯିବା ପଛରେ କିଛି ରହସ୍ୟ ରହିଛି ବୋଲି କିଛି ବୈଜ୍ଞାନିକ ମତ ଦିଅନ୍ତି।

Leave a Reply

Your email address will not be published. Required fields are marked *