ଗଜପତି ର ଚନ୍ଦନ ଚୋର ଙ୍କ ସହ DFO ମିଶି ରାସ୍ତା ରୁ ହଟେଇ ଦେଲେ ସୌମ୍ୟ ଙ୍କୁ?? ଦେଖନ୍ତୁ ଭିଡ଼ିଓ

ଦିନ ଯେତିକି ଯେତିକି ବଢୁଛି ସୌମ୍ୟ ଆଉ ବିଦ୍ୟା ଙ୍କ ମାମଲା ବଢ଼ି ବଢ଼ି ଯାଉଛି, ଏଇ ମାମଲା ଏଯାବତ୍ କୌଣସି ପ୍ରକାରେ ସମାଧାନ ହେଲା ପରି ଲାଗୁନି କାରଣ ଏଇ ମାମଲା ରେ ବଡ଼ ବଡ଼ ମାଛ ମାନେ ସାମିଲ ଅଛନ୍ତି

ସୌମ୍ୟ ଙ୍କ ବାପା କାଲି ଟିଭି କୁ ଆସି ସିଧା ସଳଖ କହିଥିଲେ କି DFO ଆଉ ଅନ୍ୟାନ୍ୟ ଲୋକ ମିଶି ମୋ ପୁଅ କୁ ମାରିଦେଇଛନ୍ତି, ଯାହା ସନ୍ଦେହ ହେଉଛି DFO ଆଉ ଜଙ୍ଗଲ ମନ୍ତ୍ରୀ ଙ୍କ ସାଲିସ ରେ ଗଜପତି ଜଙ୍ଗଲ ରୁ ରକ୍ତ ଚନ୍ଦନ ଗଛ ଚୋରା ଚାଲାଣ ହେଉଥିଲା, ଆମେ କଣ ପାଇଁ କହୁଚୁ କାରଣ ଗଜପତି ଗ୍ରାମବାସୀ ବହୁତ୍ ଦିନ ରୁ ମନ୍ତ୍ରୀ ଆଉ DFO ଙ୍କୁ ବହୁ ମୂଲ୍ୟବାନ କାଠ,ଗଛ ସହ ଜଙ୍ଗଲ ରେ ଅବୈଧ ଗଛ ଚୋରି ର ଅଭିଯୋଗ ଦେଇ ଆସୁଥିଲେ ହେଲେ ଏଥିପାଇଁ DFO କି ମନ୍ତ୍ରୀ କେହି ବି କର୍ଣ୍ଣପାତ କରୁନଥିଲେ

ତେବେ ଯେତେବେଳେ ସୌମ୍ୟ ନୂଆ ନିଯୁକ୍ତି ପାଇଲେ ଗଜପତି ଅଞ୍ଚଳ ରେ ସେ ଏହା କୁ ବିରୋଧ କରିଥିବା ଯାହା ଫଳ ରେ ସେ DFO ଆଉ ମନ୍ତ୍ରୀ ଙ୍କ ରୋଷ ର ଶିକାର ହୋଇଥିବେ, ଏହା ଆଗରୁ ପତ୍ନୀ ବିଦ୍ୟା ବି କହିଥିଲେ ତାଙ୍କ ଚିଠି ରେ କି ସେ କେଉଁ ପରିମାଣ ରେ ଘୃଣା କରନ୍ତି

ତେବେ ସନ୍ଦେହ ଏଇଆ ହେଉଛି କି ଏମାନେ ମିଶି କି ହୁଏତ ସୌମ୍ୟ ଙ୍କୁ ମାରିଥାଇ ପାରନ୍ତି, କାରଣ ଘରେ ସ୍ତ୍ରୀ ଶତ୍ରୁ, ବାହାରେ DFO ଆଉ ମନ୍ତ୍ରୀ ଶତ୍ରୁ, ଟା ମଣିଷ ଯିବ କୁଆଡେ, ଯେତେ ଭଲ ପାଇବା ଦେଲେ ବି ଶତ୍ରୁ କି ଛାଡ଼ିବେ, ଆଉ ବିଦ୍ୟା ଭାରତୀ ସହ DFO ର ଭାବ ପିରତି ଥିବ ଯଦି କଥା ଶେଷ

କ୍ରାଇମ୍ ବ୍ରାଞ୍ଚ କାମ କରୁଛ ଭଗବାନ୍ ଜାଣିଛନ୍ତି ତେବେ ଉଚିତ୍ ସମୟ ଆସୁ ଜଣାପଡ଼ିବ କିଏ ସତ କିଏ ମିଛ

Leave a Comment