ଆଜି ବି ରାତି ରେ ବାହାରେ ଶୋଇବେ ଡିମ୍ପଲ୍, ସ୍ବାମୀ ସବୁ ଦେଖି ଚୁପ୍…

ଆଜିକା ଦୁନିଆରେ ଯେତିକି ଭଲ ପାଉଛନ୍ତି ସେମିତି ଧୋକା ମଧ୍ୟ ଖାଉଛନ୍ତି।ସମସ୍ତଙ୍କ ଭଲ ପାଇବା ଏକା ପ୍ରକାର ହୋଇନଥାଏ। କିଏ ଭଲ ପାଇବା ପାଇଁ ଜିବନ ଦେଇ ଦେଉଛନ୍ତି ଏବଂ ଆଉ କିଏ ଧୋକା ଦେଇ ଚାଲିଯାଏ।ଭଲ ପାଆନ୍ତୁ କିନ୍ତୁ ଧୋକା ଦିଅନ୍ତୁ ନାହିଁ।

ଭଲ ପାଇବା ଟା ମନରୁ ଫିଲ ହୋଇଥାଏ।ଜୋର୍ ଜବରଦସ୍ତି ଭଲ ପାଇବା ହୋଇନଥାଏ।ଭଲ ପାଆନ୍ତୁ କିନ୍ତୁ କୌଣସି ଜାଗାରେ ଭଲ ପାଇ ଧୋକା ଦେବା ଭଳି କାମ କରନ୍ତୁ ନାହିଁ।ସମସ୍ତେ ସବୁବେଳେ ମିଶିବା ଦରକାର।ଯେଉଁ ଲୋକଙ୍କ ସହିତ ଯାହା ବି ଘଟଣା ଘଟୁଛି ତାହା ସମସ୍ତଙ୍କ ସହିତ ମିଶିକରି ନିଜ ମନୋଭାବ ସାମ୍ନାରେ ରଖିବା ଉଚିତ୍।

ଗୋଟେ ମଣିଷ ଜୀବନ ବହୁତ୍ ମୂଲ୍ୟବାନ ହୋଇଥାଏ।ରକ୍ତ ଦେଇଥାଏ,କାହାର ଟ୍ରିଟମେଣ୍ଟ ହେଲେ ୫ ଟଙ୍କା କି ୧୦ ଟଙ୍କା ସାହାଯ୍ୟ କରୁଛନ୍ତି।ଶୁଭାଶିଷ ଶଦ୍ଧଙ୍ଗି କହିଛନ୍ତି ଯେ ଯଦି ଏହି ବିଷୟରେ ନିଜ ମନୋଭାବ ଅନୁଯାଇ ଆଲୋଚନା କରାଯାଏ ହେଇ ପାରେ କିଛି ଲୋକଙ୍କ ମନ ପରିବର୍ତ୍ତନ ହୋଇପାରେ।

https://youtu.be/tbzenLVddzc

 

ଆଉ ମଧ୍ୟ କହିଛନ୍ତି ସମାଜସେବା କରୁଛନ୍ତି ବୋଲି ତାଙ୍କର ମନ ନାହିଁ ।ସେ ପ୍ରେମ କରିନାହାନ୍ତି, ସେ ଭଗବାନ ଅଟନ୍ତି।ଶୁଭାଶିଷ ଶଦ୍ଧଙ୍ଗୀ ତପସ୍ୱିନୀ ଓ ତାଙ୍କ ସ୍ବାମୀ ଧୋକା ଦେଇଥିବା କଥା କୁ ଆକ୍ଷେପ କରି କହିଛନ୍ତି।ଆଜିକାଲି ଦୁନିଆରେ ଧୋକା କିଏ ନ ଖାଇଛି ସମସ୍ତେ ଖାଇଛନ୍ତି।ଭଲ ପାଇବାରେ ଟିକେ ଟିକେ କଥା ରେ ମନମାଳିନ୍ୟ ହୋଇଥାଏ।

Leave a Comment