ଅଙ୍ଗନବାଡ଼ି ଦିଦି ଙ୍କ ଭାଇରାଲ ନାଚ ଦେଖି ମନ୍ତ୍ରୀ ପାଗଳ .. ଦେଖ

ସାଧାରଣତଃ ପ୍ରତ୍ୟେକ ସ୍କୁଲ କିମ୍ବା କଲେଜରେ ବିଭିନ୍ନ ପ୍ରକାରର ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯେତେବେଳେ କୌଣସି ଫଂକ୍ସନ୍ ହୋଇଥାଏ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ନାଚଗୀତ କରିଥାନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଭାଇରଲ୍ ହେଉଛି ଏକ ଭିଡିଓ, ଯାହା ସମ୍ପୂର୍ଣ୍ଣ ବିପରୀତ। କାରଣ ସେଥିରେ ଛାତ୍ରଛାତ୍ରୀ ନୁହେଁ ବରଂ ଶିକ୍ଷକ ଶିକ୍ଷୟତ୍ରୀ ନାଚୁଛନ୍ତି।

 

ସୂଚନା ଅନୁସାରେ ଭିଡିଓଟି ହେଉଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଏକ କାର୍ଯ୍ୟକ୍ରମର। ଯେଉଁଠି ଓଡିଶାର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେମାନେ ବହୁତ ମଜା ମସ୍ତି କରିଥିବା ଦେଖିବାକୁ ମିଳିଥିଲା। ତେବେ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ସଭାମଞ୍ଚରେ ବିଭିନ୍ନ ମଜାଦାର ଗୀତ ଲଗାଇ ଧୁମ୍ ନାଚିଥିଲେ।

 

ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏହି ଫଂକ୍ସନ ଟି ହୋଇଥିଲା। ତେବେ ଏହିସବୁ କାର୍ଯ୍ୟକ୍ରମର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରାଯାଇଥିଲା। ସେଥି ମଧ୍ୟରୁ “ରଙ୍ଗବତୀ ରଙ୍ଗବତୀ କନକ ଲତା” ଗୀତରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ନାଚୁଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଶିକ୍ଷକ ଓ ଦିଦି ମାନେ ମିଶି ଠୁମୁକା ଲଗାଇ ବହୁତ୍ ମଜାରେ ନାଚୁଚନ୍ତି।

ସେଥିପାଇଁ ଦିଦି ବହୁତ୍ ଖୁସି ରେ ତାଙ୍କ ନାଚ ରେ ସମସ୍ତଙ୍କୁ ମୋହିତ କରିଥିଲେ।ସମସ୍ତେ ମିଶି ଫଂକ୍ସନ୍ କୁ ନିଆରା କରିଥିଲେ।କେବଳ ଫଂକ୍ସନ୍ ରେ ଛାତ୍ର ଛାତ୍ରୀ ନାଚିବେ ବେ ହିଁ ମାନେ ନାହିଁ ।ଦିଦି ଏବଂ ଶିକ୍ଷକ ମାନେ ମଧ୍ୟ ନାଚିକି ଫଂକ୍ସନ୍ କୁ ବହୁତ୍ ସୁନ୍ଦର୍ ଭାବେ ପରିବେଷଣ କରୁଥିଲେ।

Leave a Comment

Your email address will not be published. Required fields are marked *

Scroll to Top