ରାଜ୍ୟ ଖବର

Tapaswini ଙ୍କୁ ଛାଡି ଫେରାର ହେଲେ ସ୍ବାମୀ Sumit ଘରେ କହିକି ଗଲେ ଏମିତି କଥା ଜାଣିଲେ ହୋସଉଡ଼ିଯିବ

ବହୁତ୍ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ମାମଲାରେ ଦୀର୍ଘ ସାତ ଦିନ ପରେ ଓଡ଼ିଶାବାସୀ ପାଇଥିଲେ ଆଶ୍ୱସ୍ତି ମାତ୍ର କ୍ଷଣିକ ରେ ବଦଳିଗଲା ସବୁକିଛି l ବର୍ତ୍ତମାନ ଏମିତି ଏକ ଖବର ଆସି ପହଞ୍ଚିଛି ଯାହାକୁ ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଜିଵ l

ଆଜି ସକାଳୁ ତପସ୍ୱିନୀ ଙ୍କୁ ଛାଡି ଚମ୍ପଟ ମାରିଛନ୍ତି ସୁମିତ l ତପସ୍ୱିନୀ ଏହି ଘଟଣାରେ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କ ଓକିଲ ବର୍ତତମାନଠାରୁ ଚେତାବନୀ ଦେବା ଆରମ୍ଭ କରିଦେଇଛନ୍ତି l

ଯଦି ସତରେ ସୁମିତ ଆଉ ନ ଫେରନ୍ତି ତେବେ ତାଙ୍କ ପରିବାର କୁ ସମସ୍ତଙ୍କ ଠାରୁ ବାଛନ୍ଦକରାଯିବ l ସୁମିତ ଙ୍କ ଏହି ଧୋକା ବଜିରେ ଭାଙ୍ଗି ପଡିଛନ୍ତି ତପସ୍ୱିନୀ l ବହୁତ୍ କଷ୍ଟରେ ତାଙ୍କ ହକ ପାଇଥିଲେ ମାତ୍ର କ୍ଷଣିକ ରେ ବଦଳିଗଲା ସବୁକିଛି l

ତପସ୍ୱିନୀ ଙ୍କ ଆଖିରେ ବର୍ତମାନ ଲୁହ ସୁଖୁନାହି lଘରୁ ମେଡ଼ିସିନ୍ ଆଣିବାକୁ କହି ଯାଇ ଏଯାଏ ଫେରିନାହାନ୍ତି ଡାକ୍ତର ସୁମିତ l କୋର୍ଟ ର ରାୟ ଅନୁସାରେ ସାତ ଦିନ ଦୁହେଁ ଏକାଠି ବିତାଇ ଥିଲେ l

ଏବଂ ଗତକାଲି ଜଣା ପଡିଥିଲା ଦୁହିଁଙ୍କ ମଧ୍ୟରେ ବୁଝାମଣା ହୋଇଛି ବୋଲି ଯାହା ଫଳରେ ସମସ୍ତେ ଖୁସି ଅନୁଭବ କରିଥିଲେ l ମାତ୍ର ଆଜି ସମସ୍ତଙ୍କ ଖୁସିରେ ଫସର୍ ଫାଟିଯାଇଛି l

 

ଧୋକାବାଜ ସୁମିତ ଙ୍କୁ କି ଦଣ୍ଡ ଦରକାର ଏବେ ବିଚାର ଆପଣଙ୍କର l କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ ଧନ୍ୟବାଦ l

Leave a Reply

Your email address will not be published. Required fields are marked *