ବର୍ତ୍ତମାନ ସମ୍ନାକୁ ଆସିଛି ତପସ୍ୱିନୀ ଙ୍କ ଅସଲ ଚେହେରା । ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ପୁଣି ତପସ୍ୱିନୀ ଙ୍କ ଭାଇରାଲ ଭିଡିଓ ।
ଏହି ଭିଡ଼ିଓ ଟି ସୁମିତ ଙ୍କ ଫୋନ୍ ରୁ ରେକର୍ଡ ହୋଇଥିବା ସ୍ପଷ୍ଟ ହୋଇଛି । ସୁମିତ ଏବଂ ତପସ୍ୱିନୀ ଙ୍କ ବର୍ତ୍ତମାନ୍ ଭିନ୍ନ ଭିନ୍ନ ମତ ହୋଇଥିବା ବେଳେ ସମ୍ନାକୁ ଆସିଛି ଗୋଟେ ପୁରୁଣା ଭିଡିଓ ଯେଉଁଥିରେ ସଫା ଜଣା ପଡ଼ିଛି ତପସ୍ୱିନୀ ତାଙ୍କୁ ଡିଭୋର୍ସ ପାଇଁ ୮ ଲକ୍ଷ ଟଙ୍କା ମାଗିଛନ୍ତି ।
ଏବଂ ୮ ଲକ୍ଷ ନଦେଲେ ତାଙ୍କୁ ଡିଭୋର୍ସ ଦେବେନି ବୋଲି କହିଛନ୍ତି । ଏବଂ ଏହି ଭିଡ଼ିଓରେ ଏହା ମଧ୍ୟ ଜଣା ପଡ଼ିଛି ତପସ୍ୱିନୀ ଏବଂ ସୁମିତ ଏକାଠି ଥିଲା ବେଳେ ସେ ତାଙ୍କୁ ମୋବାଇଲ ରେ କାହା ସହ ଚାଟ କରୁଥିଲେ
ସୁମିତ ସଂଜିତ୍ ବାରିକ କିଏ ଏବଂ ତାଙ୍କ ସହ କାହିଁକି ଚାଟ କରୁଛ ଦେଖାଅ କହିଥିଲେ ସୁମିତ ।
ସୁମିତ ଏମିତି କହିବା ପରେ ତପସ୍ୱିନୀ ନୀରବ ରହିଥିଲେ । ତେବେ ଏହି ଭିଡିଓ ଦେଖନ୍ତୁ ଏବଂ ଆପଣଙ୍କୁ କଣ ଲାଗୁଛି ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ । ଧନ୍ୟବାଦ୍ ।